ଆଞ୍ଚଳିକ ସାପ କାମୁଡ଼ାରେ ନାବାଳିକା ମୃତ Angul OnlineJune 25, 2021June 25, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଇଲିସୁଂଆ ଗ୍ରାମର ଜଣେ ନାବାଳିକା ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି । ମୃତକ ଜଣକ ହେଲେ ଶୁକ୍ରୁ ଶୁଣ୍ଠି ଙ୍କ ୧୧ ବର୍ଷ ବୟସର ଝିଅ ନନ୍ଦୀ ଶୁଣ୍ଢି । ଗୁରୁବାର ରାତିରେ ଘରର ସମସ୍ତେ ଖାଇ ପିଇ ଶୋଇଥିଲେ । ତେବେ ସକାଳେ ନନ୍ଦୀକୁ ସାପ କାମୁଡି ଥିବା ଜାଣି ଡାକ୍ତରଖାନା ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ନନ୍ଦୀକୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । Advertisement
ସର୍ବୋଦୟ ଦିଶା ଦର୍ଶନ ଶିବିର ଉଦଘାଟିତ ଅନୁଗୁଳ – ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରାବାସ ପରିସରରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ବାଜିରାଉତ…
ଧରମପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ କାୟାକଳ୍ପ ଦଳ ପରିଦର୍ଶନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ କାୟାକଳ୍ପ ଦଳ ପରିଦର୍ଶନରେ ଆସିଥିଲେ । ସେମାନେ ସ୍ୱାସ୍ଥ୍ୟ…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …