ଆଞ୍ଚଳିକ ବିଜୁ ଯୁବ ଜନତା ଦଳ ଦ୍ବାରା ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି Angul OnlineDecember 12, 2021December 12, 2021 ଅନୁଗୁଳ – ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରେ , ବିଜୁ ଯୁବ ଜନତା ଦଳ ତରଫରୁ ସିଡିଏସ ଜେନେରାଲ ବିପିନ ରାୱତ ଓ ଅନୁଗୁଳ ଜିଲ୍ଲାର ସୁପୂତ୍ର ତଥା ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବତନ NCC Cadet ସହୀଦ୍ ରାଣା ପ୍ରତାପ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ଅବସରରେରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ସାମୁହିକ ପ୍ରଦୀପ ପ୍ରଜ୍ବଳନ କାରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ , ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ନାଏକ , ଜିଲ୍ଲା ସମ୍ପାଦକ ଅମିତ କୁମାର ଦାସ , ସମ୍ବିତ କୁମାର ସାମନ୍ତ , ଅନିଲ ଭୁୟାଁ , ମନୋଜ ଆଦିତ୍ୟ ଦାସ୍ , ପ୍ରକାଶ ଭୋଇ , ସୁବ୍ରତ ବାରିହା , ସପେନ୍ଦ୍ର ସାହୁ , ରାକେଶ ପ୍ରଧାନ , ମୃତ୍ୟୁଞ୍ଜୟ ପ୍ରଧାନ ଓ ଶତାଧୀକ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ରହି ସହୀଦ ଯବାନ ମାନଙ୍କୁ ଶ୍ରଧାଞ୍ଜଳୀ ଅର୍ପଣ କରିଥିଲେ । Advertisement
ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲ ଛେଣ୍ଡିପଦା ତହସିଲର କଙ୍କରାଇ ଗ୍ରାମ ପଂଚାୟତର ପିଢଖମଣ ଠାରେ ଗୁରୁବାର ପ୍ରସ୍ତାବିତ ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ବିଭାଗ…
ଡ଼ଃ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅନୁଗୁଳ – ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କର ଏକାଦଶାହ ତାଳଚେର ପିଏମଆଇଟି ଠାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଦେଶରୁ…
ଶିକ୍ଷା ଓ ନାରୀ ଶକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଥିଲେ ନୁମା ଅନୁଗୁଳ – ସୋମବାର ହୋଟେଲ ଔରଭିଲା ନିକଟସ୍ଥ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତି ପାଖରେ ନବ-ମାଳତୀ ଚୌଧୁରୀ ସ୍ମୃତୀ କମିଟି ପକ୍ଷରୁ ୨୩ ତମ ପୂଣ୍ୟତିଥି ପାଳିତ ହୋଇ…