ଅନୁଗୁଳ – Mahindra & Mahindra ର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ XUV 7XO ର ବଜ଼ାର ପ୍ରବେଶ ହୋଇଯାଇଅଛି । ଉକ୍ତ ଉଦଘାଟନ ଉତ୍ସବରେ ଅନଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଯଥା Sbi , hdfc, axis, icici, indusind, ମହିନ୍ଦ୍ରା ଫାଇନାନ୍ସ, ଚୋଳମଣ୍ଡଳମ ଫାଇନାନ୍ସ, ସୁନ୍ଦରମ ଫାଇନାନ୍ସ ତଥା ଅନେକ ଫାଇନାନ୍ସ କମ୍ପାନୀ ଓ ସହ ସହ ଗ୍ରାହକ ଯୋଗଦାନ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରାଇଥିଲେ ।

XUV 7XO ଗାଡିରେ ଆଡ଼ଭାନ୍ସ ଫିଚର ଯଥା Lable 2 Adas Sense+, ଟ୍ରିପଲ ଟଚ ସ୍କ୍ରିନ ଏବଂ Dolbi Vision and Atmos ବ୍ୟବସ୍ତା ରହିଛି । 7 ଟି ରଙ୍ଗରେ ଉପଲବ୍ଧ ଏହି ଗାଡି ଉପଲବ୍ଧ ହୋଇଥିବା ବେଳେ ଏହି ଗାଡି 13.66 lakhରୁ ଆରମ୍ଭ । ସିଦ୍ଧି ଲଷ୍ମୀ ମୋଟର୍ସ ତରଫରୁ ଗ୍ରହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି । ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲଷ୍ମୀ ମୋଟର୍ସର ସତ୍ୱଧିକାରୀ ପ୍ରତିଶୃତିବଦ୍ଧ । ଏହି ବଜ଼ାର ପ୍ରବେଶ ଉତ୍ସବରେ ସିଦ୍ଧି ଲଷ୍ମୀ ମୋଟର୍ସର ସତ୍ବାଧୀକାରୀ ଶ୍ରୀଯୁକ୍ତ ରାଜ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ ବଜ଼ାର ପ୍ରବେଶ କରାଗଲା । ଏହି ଉତ୍ସବରେ ସହରର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

