ମୁଖ୍ୟ ଖବର ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ – ଜଳିଗଲା ସମ୍ପୁର୍ଣ୍ଣ ଦୋକାନ Angul OnlineJuly 18, 2021July 18, 2021 ଅନୁଗୁଳ – ଅନଗୁଳ କାଲଟାକ୍ସ ଛକ ନିକଟରେ ଥିବା ଏକ ଦୋକାନରେ ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଦରେ ଦୋକାନଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ କାଲଟାକ୍ସ ଛକରେ ଥିବା ଏକ ଗ୍ୟାସ ରିପାଇରିଙ୍ଗ ଓ ରିଫିଲିଙ୍ଗ ଦୋକାନରେ ଛୋଟ ଟାଙ୍କିରେ ଗ୍ୟାସ ଭର୍ତ୍ତି କରିବା ବେଳେ ଅସାବଧାନତା ଯୋଗୁଁ ହଠାତ ନିଆଁ ଲାଗି ଯାଇଥିଲା । ଟାଙ୍କିରେ ନିଆଁ ଲାଗିବା ସହ ସଙ୍ଗେ ସଙ୍ଗେ ସମ୍ପୁର୍ଣ୍ଣ ଦୋକାନକୁ ବ୍ୟାପୀ ଯାଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ ଜଳି ଯାଇ ଥିବା ଜଣା ପଡିଛି l ଖବର ପାଇ ଘଟଣା ସ୍ଥଳରେ ଅନଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା । Advertisement
ପାଇପଲାଇନ ପାଇଁ ଖୋଳା ଯାଇଥିବା ଗାତରେ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି । ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା…
ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍ ଆକ୍ରାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ…
ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର…