ଅପରାଧ ଜ୍ଵାଇଁ ଘର ନିକଟରୁ ଶଶୁରଙ୍କ ଝୁଲନ୍ତା ଶବ ଉଦ୍ଧାର Angul OnlineJanuary 10, 2021January 10, 2021 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଶିତଲା ହଟିଙ୍ଗ ଅଞ୍ଚଳର ଏକ ଗଛରେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗାଁଦିଆ ଅଞ୍ଚଳର ପୀତବାସ ପ୍ରଧାନ(୬୦) । ଝୁଲୁଥିବା ମୃତ ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପୀତବାସ , ଗତ ୫ଦିନ ତଳେ ନିଜ ଝିଅ ଜ୍ଵାଇଁ ରହୁଥିବା ଶିତଲା ହଟିଙ୍ଗ ଘରକୁ ଆସି ରହୁଥିବା ଝିଅ ଜ୍ଵାଇଁ ସୂଚନା ଦେଇଛନ୍ତି । ପାରିବାରିକ କଳହ ପାଇଁ ସେ ନିଜ ଗାମୁଛାରେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରକାଶ କରିଛି । ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । Advertisement
ଟଙ୍କା ଓ ପରେ ପ୍ରେମିକା ଉପରେ ନଜର ପକେଇବା ଯୋଗୁଁ ହତ୍ଯାକାଣ୍ଡ – ଦୁଇ ମହିଳା ସମେତ ଚାରି ଗିରଫ ଅନୁଗୋଳ – ବ୍ୟବସାୟରେ କରିଥିବା ଲାଭ ଟଙ୍କା ଦେଉ ନଥିଲା , ତାପରେ ପ୍ରେମିକା ଉପରେ ନଜର ପକାଇଲା । ସେଇଥିପାଇଁ ଯୋଜନା କଲା ଏବଂ ଯୋଜନା…
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…
ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା…