ବାଣିଜ୍ୟ ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ Angul OnlineAugust 30, 2022August 30, 2022 ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର ମୋଟରସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ । ନୂତନ ଗାଡ଼ି ବିକ୍ରି ସହ ଉତ୍ତମ ସେବା ଓ ସମସ୍ତ ପ୍ରକାର ସ୍ପେୟାର ପାର୍ଟସ ମଧ୍ୟ ଏହିଠାରୁ ପାଇ ପାରିବେ । ଏହି ଅବସରରେ ହୋଣ୍ଡାର ଜୋନାଲ ମ୍ୟାନେଜର ( ସେଲସ ) ରାଜେଶ ଚୌଧୁରୀ , ଏରିଆ ମ୍ୟାନେଜର ( ସେଲସ ) ଅମିତ୍ କୁମାର ମହାପାତ୍ର ଓ ଅଭିଷେକ ଉପାଧ୍ୟାୟ , ଲକ୍ଷ୍ମୀହୋଣ୍ଡା ଅନୁଗୁଳର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ ଅତିଥ୍ ଭାବେ ଯୋଗ ଦେଇ ନୂଆ ସୋ’ରୁମ୍ର ଉଦ୍ଘାଟନ କରିଥିଲେ । ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । Advertisement
ସହରରେ ଖୋଲିଲା ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଅନୁଗୁଳ – ଅନୁଗୁଳ ସହରସ୍ଥିତ ଅମଲାପଡାସ୍ଥିତ ୪ର୍ଥ ଗଳିରେ ଆଜି ଏକ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ଗଣେଶ ପୂଜା ଅବସରରେ ଉଦଘାଟନ ହୋଇଥିବା…
ଅର୍ଥନୈତିକ ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ଠପ – ଆଲୋଚନା ପରେ ପ୍ରତିଶ୍ରୁତି ପାଇ ଆନ୍ଦୋଳନ ପ୍ରତ୍ୟାହୃତ ଅନୁଗୁଳ – ୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇଥିଲା । ମଞ୍ଚର କାର୍ଯ୍ୟକର୍ତାମାନେ ତାଳଚେରସ୍ଥିତ ଏମସିଏଲର ବିଭିନ୍ନ…
ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ସମବୟସ୍କ ଶିକ୍ଷଣୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅୟୋଜିତ ଢେଙ୍କାନାଳ – ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା (ରିଜନାଲ୍ ଇନିସିଏଟିଭ୍ ଫର୍ ସେଫ ସେକ୍ସୁଆଲ ହେଲ୍ଥ ବାଏ ଟୁଡେସ୍ ଆଡୋଲୋସେଣ୍ଟ) ପ୍ରକଳ୍ପ ପକ୍ଷରୁ ଢେଙ୍କାନାଳ ଜିଲ୍ଲା…