ବାଣିଜ୍ୟ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ Angul OnlineJanuary 28, 2023January 28, 2023 ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି I ଏହି ଅବସରରେ ଲକ୍ଷ୍ମୀଜୀ ଗ୍ରୁପର ଉପଦେଷ୍ଟା ଶ୍ରୀଯୁକ୍ତ Ramesh Chandra Agarwalla ଓ ଶ୍ରୀମତୀ Laxmi Devi Agarwalla ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଗ୍ରାହକ ଓ ଅତିଥି ମାନଙ୍କୁ ନୂଆ ଇଲେକ୍ଟ୍ରିକ ଗାଡି ବିଷୟରେ ସମ୍ୟକ ଉଦବୋଧନ ଦେଇଥିଲେ I ଭାରତ ସରକାରଙ୍କ ସବସିଡ଼ ଓ ବିନା ରେଜିଷ୍ଟ୍ରସନ ଫି ଯୋଗୁଁ ଗାଡି ର ମୂଲ୍ୟ ବହୁତ ସ୍ୱଳ୍ପ, ଯେଉଁଥିରେ ଗ୍ରାହକ ମାନେ ଲାଭବାନ ହୋଇପାରିବେ I ଗାଡି Charging କରି ବିନା ଡିଜେଲ ଓ ପେଟ୍ରୋଲ ରେ ଚାଳକ ଚଲେଇ ପାରିବେ I ଗାଡି ର ମେଣ୍ଟେନାନ୍ସ ଚାର୍ଜ ବହୁତ କମ I Laxmi Auto Combine ଭବିଷ୍ୟତରେ ଉର୍ନତମାନର ଇଲେକ୍ଟ୍ରିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ଯୋଗାଇ ଦେବା ପାଇଁ ପ୍ରତିଶୃତି ବଦ୍ଧ I ଏହି ଅବସରରେ ସହରର ବହୁ ଗଣମାନ୍ୟ ବ୍ୟକ୍ତି ଓ ଗ୍ରାହକ ମାନଙ୍କ ଉପସ୍ଥିତିରେ ହୋଇଥିଲା I ପରିଶେଷରେ Laxmi Auto Combine ର ସମସ୍ତ କର୍ମଚାରୀ, ଅତିଥି ଓ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I Advertisement
ମେକ୍ଆଶ୍ୱର ଅନଲାଇନ ପ୍ଲାଟଫର୍ମ ଉନ୍ମୋଚିତ ଅନୁଗୁଳ – ଅନୁଗୁଳ ସନ୍ତୁଳା ହୋଟେଲଠାରେ ମେକ୍ଆଶ୍ୱର (MakeAssure ଛୋଟରୁ ବଡ ଅଫଲାଇନ ବ୍ୟବସାୟ ଏବଂ ସର୍ଭିସ ପ୍ରଦାନକାରୀ ଗୁଡିକ ନିମନ୍ତେ ଏକ ଅନଲାଇନ ପ୍ଲାଟଫର୍ମ) ସଂସ୍ଥାର…
ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ…
Honda Activa EV – ଫୁଲ୍ ଚାର୍ଜରେ ଚାଲିବ 102KM ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ 2ଟି ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ୍ ହୋଇଛି । କମ୍ପାନୀ ଏହି 2 ଇଲେକ୍ଟ୍ରିକ…