ବାଣିଜ୍ୟ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ Angul OnlineJanuary 28, 2023January 28, 2023 ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି I ଏହି ଅବସରରେ ଲକ୍ଷ୍ମୀଜୀ ଗ୍ରୁପର ଉପଦେଷ୍ଟା ଶ୍ରୀଯୁକ୍ତ Ramesh Chandra Agarwalla ଓ ଶ୍ରୀମତୀ Laxmi Devi Agarwalla ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଗ୍ରାହକ ଓ ଅତିଥି ମାନଙ୍କୁ ନୂଆ ଇଲେକ୍ଟ୍ରିକ ଗାଡି ବିଷୟରେ ସମ୍ୟକ ଉଦବୋଧନ ଦେଇଥିଲେ I ଭାରତ ସରକାରଙ୍କ ସବସିଡ଼ ଓ ବିନା ରେଜିଷ୍ଟ୍ରସନ ଫି ଯୋଗୁଁ ଗାଡି ର ମୂଲ୍ୟ ବହୁତ ସ୍ୱଳ୍ପ, ଯେଉଁଥିରେ ଗ୍ରାହକ ମାନେ ଲାଭବାନ ହୋଇପାରିବେ I ଗାଡି Charging କରି ବିନା ଡିଜେଲ ଓ ପେଟ୍ରୋଲ ରେ ଚାଳକ ଚଲେଇ ପାରିବେ I ଗାଡି ର ମେଣ୍ଟେନାନ୍ସ ଚାର୍ଜ ବହୁତ କମ I Laxmi Auto Combine ଭବିଷ୍ୟତରେ ଉର୍ନତମାନର ଇଲେକ୍ଟ୍ରିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ଯୋଗାଇ ଦେବା ପାଇଁ ପ୍ରତିଶୃତି ବଦ୍ଧ I ଏହି ଅବସରରେ ସହରର ବହୁ ଗଣମାନ୍ୟ ବ୍ୟକ୍ତି ଓ ଗ୍ରାହକ ମାନଙ୍କ ଉପସ୍ଥିତିରେ ହୋଇଥିଲା I ପରିଶେଷରେ Laxmi Auto Combine ର ସମସ୍ତ କର୍ମଚାରୀ, ଅତିଥି ଓ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I Advertisement
ଶ୍ରେଷ୍ଠ ସିଏସଆର ଇମ୍ପାକ୍ଟ ଇନିସିଏଟିଭ୍ ପାଇଁ ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର୍ ସମ୍ମାନିତ ଭୁବନେଶ୍ୱର – କର୍ପୋରେଟ୍ ସାମାଜିକ ଦାୟିତ୍ଵ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସମ୍ମାନିତ କରାଯାଇଛି । କୋଲକାତାରେ ୦୮ ସେପ୍ଟେମ୍ବରରେ ଆୟୋଜିତ…
ଲକ୍ଷ୍ମୀ ହୋଣ୍ଡାର ପୂଜା ଅଫର ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ପବିତ୍ର ପୂଜା ଅବସରରେ scratch & win…
ଦ୍ବିତୀୟ ଥର ପାଇଁ ରାଷ୍ଟ୍ରୀୟସ୍ତରୀୟ ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର ପାଇଲା ଜେ.ଏସ୍.ପି. ଭୁବନେଶ୍ୱର – ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଇସ୍ପାତ ସେକ୍ଟରରେ କର୍ପୋରେଟ ସାମାଜିକ ଦାୟିତ୍ବ କାର୍ଯ୍ୟରେ ଉତ୍କର୍ଷତା ପାଇଁ ସମ୍ମାନଜନକ ଗୋଲଡେନ୍…