ବାଣିଜ୍ୟ ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ Angul OnlineJune 20, 2024June 20, 2024 ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ହୋଇଯାଇଅଛି । ଉକ୍ତ ଉଦଘାଟନ ଉତ୍ସବରେ ଅନଗୁଳ ଜିଲ୍ଲା ର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ Sbi hdfc, axis, icici, indusind, ଚୋଳମଣ୍ଡଳମ ଫାଇନାନ୍ସ ସୁନ୍ଦରମ ଫାଇନାନ୍ସ ତଥା ଅନେକ ଫାଇନାନ୍ସ କମ୍ପାନୀ ଓ ସହ ଗ୍ରାହକ ଯୋଗଦାନ ଦେଇ ଉକ୍ତ କାର୍ଯ୍ୟ କ୍ରମ କୁ ସଫଳ ମଣ୍ଡିତ କରାଇଥିଲେ । Xuv 700 AX5 ସିଲେକ୍ଟ ଗାଡି ରେ ଆଡ଼ଭାନ୍ସ ଫିଚର ଯଥା Alexa, Adrenox,Panaromic Sky Roof ର ବ୍ୟବସ୍ତା ରହିଛି । 5 ଟି ରଙ୍ଗ ରେ ଉପଲବ୍ଦ ଏହି ଗାଡି 16.88 lakh ରୁ ଆରମ୍ଭ । ସିଦ୍ଧି ଲକ୍ଷ୍ମୀ ମୋଟର୍ସ ତରଫରୁ ଗ୍ରହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି । ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲକ୍ଷ୍ମୀ ମୋଟର୍ସ ର ସତ୍ବଧୂକାରୀ ପ୍ରତିଶୃତିବଦ୍ଧ । ଏହି ବଜାର ପ୍ରବେଶ ଉତ୍ସବ ରେ ସିଦ୍ଧି ଲକ୍ଷ୍ମୀ ମୋଟର୍ସ ର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭଦ୍ରା ଏବଂ ଉପ ପ୍ରବନ୍ଧକ ଶ୍ରୀ ପ୍ରତାପ କୁମାର ସାହୁ ଙ୍କ ତତ୍ତ୍ୱାବଧାନ ରେ ବଜାର ପ୍ରବେଶ କରାଗଲା । ଏହି ଉତ୍ସବ ରେ ସହର ର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ, ଶେଷରେ ଉପସ୍ଥିତ ସମସ୍ତ ଗ୍ରାହକ ଏବଂ ଅଥୁତି ମାନଂକୁ ସିଦ୍ଧି ଲକ୍ଷ୍ମୀ ମୋଟର୍ସ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥୁଲା,ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଗ୍ରହକଙ୍କ ସେବା ପାଇଁ ସର୍ବଦା ପ୍ରତିଶୃତିବଦ୍ଧ । Advertisement
Honda Activa EV – ଫୁଲ୍ ଚାର୍ଜରେ ଚାଲିବ 102KM ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ 2ଟି ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ୍ ହୋଇଛି । କମ୍ପାନୀ ଏହି 2 ଇଲେକ୍ଟ୍ରିକ…
ଟ୍ରକ ମାଲିକ ସଂଘ ନିର୍ବାଚନ – ସଭାପତି ଭାବେ ଅମ୍ବିକା ଓ ଅକ୍ଷୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ଅନୁଗୁଳ- ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନର ଫଳାଫଳ ଘୋଷଣା ହୋଇ ଯାଇଛି । ରବିବାର ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ…
ବିଗୱିଙ୍ଗର ଶୁଭ ଉଦଘାଟନ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅତି ପ୍ରତିକ୍ଷିତ ଏବଂ ଆକର୍ଷଣୀୟ ପ୍ରିମିୟମ ହୋଣ୍ଡାର ଡିଲରଶିପ ହୋଣ୍ଡା ବିଗୱିଙ୍ଗର ଶୁଭ ଉଦଘାଟନ ହୋଇ ଯାଇଛି…