ଆଞ୍ଚଳିକ ଖୁଣ୍ଟରେ ପିଟି ହୋଇ ଜଣେ ମୃତ Angul OnlineAugust 17, 2021August 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଙ୍ଗା ବାଲିସାହି ଛକ ଠାରେ ଖୁଣ୍ଟରେ ପିଟି ହୋଇ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ତଳଗଡ଼ ଗ୍ରାମର କବିର ସାହୁ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ପଟରୁ ବନ୍ତଳା ଆଡକୁ ଯାଉଥିବା ବେଳେ ବଲାସିଙ୍ଗା ବାଲିସାହି ଛକ ଠାରେ ଭାରସାମ୍ୟ ହରାଇ ତାଙ୍କ ମୋଟରସାଇକେଲଟି ଖୁଣ୍ଟରେ ପିଟି ହୋଇ ଯାଇଥିଲା l ଘଟଣା ସ୍ଥଳରେ ହିଁ କବିର ସାହୁଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଜଳିଗଲା ନନା ଜଳଖିଆ ଦୋକାନ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ପୁରୁଣା ଓ ପ୍ରସିଦ୍ଧ ଜଳଖିଆ ଦୋକାନ ପୋଡି ନଷ୍ଟ ହୋଇ ଯାଇଛି ।…
ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ନିର୍ଦେଶକ ହେଲେ କାଳନ୍ଦୀ ସାମଲ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କୁ ଭାରତ ସରକାରଙ୍କର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ଡ଼ାଇରେକ୍ଟର ଭାବେ…
ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ରେ ଦଶମ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଯାଇଛି ।ଏହି ଦିବସରେ ମୁଖ୍ୟ ଅତିଥି ଭାବେ…