ବାଣିଜ୍ୟ ଲକ୍ଷ୍ମୀ ହୋଣ୍ଡା ରେ ପୂଜା Offer – Scratch & Win Angul OnlineOctober 3, 2024October 3, 2024 ଅନୁଗୁଳ – ଅନୁଗୁଳର Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ପୂଜା ଅବସରରେ Starch & Win ପୂଜା offer ଶୁଭାରମ୍ଭ ହୋଇଯାଇଛି । ଏହି Scratch & Win ର ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ , ସମ୍ମାନୀୟ ଅତିଥି ଭାବେ Jr.M.V.I ଶ୍ରୀଯୁକ୍ତ କେ ଦିବ୍ୟଜ୍ୟୋତି ମହନ୍ତ , Asst. Programmer ଶ୍ରୀଯୁକ୍ତ ନାରାୟଣ ବେହେରା ଏବଂ Siddhi Laxmi Motors ର ସ୍ୱତ୍ତାଧିକାରୀ ଶ୍ରୀଯୁକ୍ତ ରାଜ କୁମାର ଅଗ୍ରୱାଲଙ୍କର କମଳରେ ଶୁଭାରମ୍ଭ ହୋଇଥିଲା । ଏହି Scratch & Win offer ରେ ଗ୍ରାହକ ମାନେ ହୋଣ୍ଡାର ଯେ କୌଣସି ୨ ଚକିଆ ଗାଡି କିଣିଲେ ସେଥିରେ ନିଶ୍ଚିତ ଉପହାର ପାଇପାରିବେ । ଉପହାର ମଧ୍ୟରେ Malaysia Trip , Smart TV , Smart Watch , VIP trolly Bag,Coffee Se t, Microwave,Induction Cattle, Bag pack ଇତ୍ୟାଦି ଏବଂ ଏହାସହିତ ଗ୍ରାହକ ମାନେ ମାତ୍ର ୧୧୦୦ ଟଙ୍କା down payment ରେ ହୋଣ୍ଡା ର ଗାଡି ନେଇପାରିବେ। ଗ୍ରାହକ ମାନେ ନିଜର ପୁରୁଣା ଗାଡି ବଦଳାଇ ନୂତନ ହୋଣ୍ଡା ଗାଡି Cash କିମ୍ବା Finance ମାଧ୍ୟମ ରେ ମଧ୍ୟ ନେଇପାରିବେ ଏବଂ ପୁରୁଣା ଗାଡି exchange କରିଲେ ୨୦୦୦ ଟଙ୍କା ର exchange bonus ର ସୁବିଧା ମଧ୍ୟ କରାଯାଇଛି । ଏହି ଅବସରରେ Laxmi Honda ସ୍ୱତ୍ତାଧିକାରୀ ଶ୍ରୀ Bikram Agrawalla ପୂଜା ର ଅଭିନନ୍ଦନ ଜଣାଇଥିଲେ ଏବଂ ଏହି offer ର ଭରପୁର ଲାଭ ଉଠାଇବା ପାଇଁ ଅନୁରୋଧ କରିଥିଲେ । ବର୍ତ୍ତମାନ Laxmi Honda ର ସବୁ ପ୍ରକାର Model ଏବଂ ରଙ୍ଗର ଗାଡି ମହଜୁତ ଅଛି । ତେଣୁ ପୂଜା ପୂର୍ବ ରୁ ଯଦି ଗ୍ରାହକ ମାନେ ଗାଡି booking କରନ୍ତି ତାହାଲେ ପୂଜା ସମୟରେ ଗ୍ରାହକ ମାନେ ସେମାନଙ୍କ ଗାଡି ଠିକ ସମୟରେ ପାଇପାରିେବ ବୋଲି କହିଥିଲେ । Advertisement
ସରିଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ -ଅରବିନ୍ଦ ଭୂତିଆ ସଭାପତି ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ ପ୍ରକ୍ରିୟା ଗତକାଲି ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର…
ଲକ୍ଷ୍ମି ହୋଣ୍ଡାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମି ହୋଣ୍ଡା ଠାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ହୋଇଯାଇଛି । ଏହି ସମାରୋହେରେ…
ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ – ସାରା ଭାରତରେ ଗତକାଲି ରୋୟାଲ ଏନଫିଲଡ଼ ର ମିଟିଓର 350 ସିସି ଲଞ୍ଚ ହୋଇଛି । ତେବେ ଅନୁଗୁଳ…