ମୁଖ୍ୟ ଖବର ଗୁଟଖା ବେପାର ଉପରେ ଚଢାଉ Angul OnlineSeptember 21, 2022September 21, 2022 ବଅଁରପାଳ – ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ବିଭିନ୍ନ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ ଉର୍ଦ୍ଧ ଦୋକାନ ଉପରେ ଚଢାଉ କରାଯାଇ ଜୋରିମନା ଆଦାୟ କରାଯାଇଛି । ଏହା ସହ ଜନଗହଳି ସ୍ଥାନରେ କିଛି ଲୋକ ସିଗାରେଟ୍ ଟାଣୁ ଥିବାରୁ ସେମାନଙ୍କ ଠାରୁ ମଧ୍ୟ ଜୋରିମନା ଆଦାୟ କରାଯାଇଥିଲା । ଏହି ଚଢାଉରେ ଅନୁଗୁଳ FSO ହରପ୍ରିୟା ବେହେରା, ତାଳଚେର FSO ସୁମିତ୍ ସୌରଭ ପରିଡା, ଅନୁଗୋଳ MTS ନୀଳାମ୍ବର ପ୍ରଧାନ, ମେଡିକାଲ ଟିମ୍ ଏବଂ ବଅଁରପାଳ ଥାନା ଉପସ୍ଥିତ ରହି ଥିଲେ । Advertisement
ଡୋରରେ ଚାପି ହୋଇ ଚାଳକ ମୃତ ଅନୁଗୁଳ – ଗାଡି ଡୋରରେ ଚାପି ହୋଇ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ…
ଶୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସ୍.ପି. ଅନୁଗୁଳ – ବଦଳିଲେ ଅନୁଗୁଳ ଏସ୍.ପି. ଜଗମୋହନ ମିନା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଅନୁଗୁଳ ଏସ୍.ପି.ଜଗମୋହନ ମୀନାଙ୍କର ଗଞ୍ଜାମ ଜିଲ୍ଲାକୁ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ – ଦେଢଶୁର ଜମି ଛଡାଇ ନେଇଥିବା ଅଭିଯୋଗ ଅନୁଗୁଳ – ଆଜି (୨୫ ତାରିଖ) ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବିଧବା ମହିଳା ଆତ୍ମହୁତି ଉଦ୍ୟମ କରିଛନ୍ତି । କିରୋସିନ ଢାଳି ନିଜ ଦେହରେ…