ମୁଖ୍ୟ ଖବର ଶୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସ୍.ପି. Angul OnlineDecember 30, 2022December 30, 2022 ଅନୁଗୁଳ – ବଦଳିଲେ ଅନୁଗୁଳ ଏସ୍.ପି. ଜଗମୋହନ ମିନା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଅନୁଗୁଳ ଏସ୍.ପି.ଜଗମୋହନ ମୀନାଙ୍କର ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଛି । ସେହିଭଳି ବାଲେଶ୍ୱର ଏସ୍.ପି. ଶୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଜିଲ୍ଲା ଏସ୍.ପି. ଭାବେ ଦାୟିତ୍ବ ମିଳିଛି । ସେହିଭଳି ଅନୁଗୁଳରେ ପୂର୍ବରୁ ଏସ୍.ପି. ଭାବେ କାମ କରିଥିବା ଏବଂ ବର୍ତ୍ତମାନ ଗଞ୍ଜାମ ଏସ୍.ପି. ଭାବେ କାର୍ଯ୍ୟରତ ଥିବା ବ୍ରିଜେଶ ରାୟଙ୍କର ପଦୋନ୍ନତି ହୋଇଛି । ଡିଆଜି ଭାବେ ପଦୋନ୍ନତି ହୋଇଥିବା ବ୍ରିଜେଶ ରାୟଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଜି , ତାଳଚେରର ଦାୟିତ୍ୱ ମିଳିଛି । Advertisement
ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ଜବତ – ୧ ଲକ୍ଷ ୨୭ ହଜାର ଟଙ୍କା ଜୋରିମନା ଆଦାୟ ଅନୁଗୁଳ – ଅନୁଗୁଳ ସହରରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ଓ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରଶାସନ । ଅନୁଗୁଳ ପରିବହନ ବିଭାଗ ଏବଂ…
ରଥଯାତ୍ରା ପାଇଁ କୁଲାଡ଼ରୁ ଯିବ ଫାଶି ଗଛ କାଠ ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ କୁଲାଡ଼ ଗ୍ରାମରୁ ଦୁଇ ଗୋଟି ଗଛର କାଠ ଯିବା ପାଇଁ ହୋଇଛି ପ୍ରସ୍ତୁତି। ସୂଚନା ଯେ, ଅନୁଗୋଳ ଜିଲ୍ଲାର…
ସ୍ବାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ – ରାତି ଅଧାରେ ମୋବାଇଲରେ ଗପିବାକୁ ବାରଣ କରିବାରୁ ଏଭଳି କାଣ୍ଡ ଭିଆଇଲା ସ୍ତ୍ରୀ ଅନୁଗୁଳ – ସ୍ତ୍ରୀକୁ ମୋବାଇଲରେ ଗପିବାକୁ ବାରଣ କରିବାରୁ ସ୍ୱାମୀକୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିବା ସହିତ ଗୁପ୍ତାଙ୍ଗ କାଟି ଦେଇଥିଲା ସ୍ତ୍ରୀ l ଏଭଳି…