ମୁଖ୍ୟ ଖବର ଗୁଟଖା ବେପାର ଉପରେ ଚଢାଉ Angul OnlineSeptember 21, 2022September 21, 2022 ବଅଁରପାଳ – ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ବିଭିନ୍ନ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ ଉର୍ଦ୍ଧ ଦୋକାନ ଉପରେ ଚଢାଉ କରାଯାଇ ଜୋରିମନା ଆଦାୟ କରାଯାଇଛି । ଏହା ସହ ଜନଗହଳି ସ୍ଥାନରେ କିଛି ଲୋକ ସିଗାରେଟ୍ ଟାଣୁ ଥିବାରୁ ସେମାନଙ୍କ ଠାରୁ ମଧ୍ୟ ଜୋରିମନା ଆଦାୟ କରାଯାଇଥିଲା । ଏହି ଚଢାଉରେ ଅନୁଗୁଳ FSO ହରପ୍ରିୟା ବେହେରା, ତାଳଚେର FSO ସୁମିତ୍ ସୌରଭ ପରିଡା, ଅନୁଗୋଳ MTS ନୀଳାମ୍ବର ପ୍ରଧାନ, ମେଡିକାଲ ଟିମ୍ ଏବଂ ବଅଁରପାଳ ଥାନା ଉପସ୍ଥିତ ରହି ଥିଲେ । Advertisement
ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର…
ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ – ପାଣି ଭିତରୁ ଉଦ୍ଧାର କଲେ ସ୍ଥାନୀୟ ଲୋକ(ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ…
ଘରୋଇ ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ ନର୍ସିଂହୋମର ଦାୟିତ୍ୱହୀନତା ଯୋଗୁଁ ଯାଆଁଳା ଶିଶୁ ଜନ୍ମ ପରେ…