ମୁଖ୍ୟ ଖବର ଜଣାଶୁଣା ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ପରଲୋକ Angul OnlineDecember 9, 2022December 9, 2022 ଅନୁଗୁଳ – ଅନୁଗୁଳର ଜଣାଶୁଣା ଡ଼ଃ ଲଷ୍ମୀ ଧର ସାହୁ ଙ୍କ ପରଲୋକ ହୋଇଛି । ଆଜି ସନ୍ଧ୍ୟା ସମୟରେ ହୃଦଘାତରେ ତାଙ୍କର ନିଧନ ହୋଇଯାଇଛି । ସେ ଜଣେ ଜଣା ଶୁଣା ସର୍ଜରୀ ବିଶେଷଜ୍ଞ ଭାବେ ଦୀର୍ଘ ବର୍ଷ ଧରି ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ କାର୍ଯ୍ୟ କରିବା ସହ ଜେଲ ବିଭାଗରେ କିଛି ବର୍ଷ ଡାକ୍ତର ଭାବେ ସେବା ଦେଇଥିଲେ । କଟକ ସହର ରାଣୀହାଟର ମୂଳ ବାସିନ୍ଦା ଡ଼ଃ ସାହୁଙ୍କ ପିତା ମଧ୍ୟ ଜଣେ ସୁନାମ ଧନ୍ୟ ଡାକ୍ତର ଥିଲେ । ଜଣେ ଅତ୍ୟନ୍ତ ମେଳାପୀ, ଓ ଉତ୍ତମ ବ୍ୟବହାର ପାଇଁ ଡ଼ଃ ଲଷ୍ମୀଧର ସହରରେ ବେଶ ପରିଚିତ ଥିଲେ ।ତାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । Advertisement
ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ – ମାଡି ବସିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ…
ଗେଲ ଇଣ୍ଡିଆର ଏକ ପାଇପ ଲାଇନରୁ ଗ୍ଯାସ ଲିକ – ଭୟଭୀତ ଅଞ୍ଚଳବାସୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ପିଙ୍ଗୁଆ ଠାରେ ଗ୍ୟାସ ପାଇପଳାଇନରୁ ଗ୍ୟାସ ଲିକ ହୋଇଥିଲା ଯାହା ଫଳରେ ପିଙ୍ଗୁଆ ଲୋକ ଭୟଭୀତ ହୋଇ ପଡିଥିଲେ । ସୂଚନା…
ଢାବା ମାଲିକଙ୍କୁ ଅପହରଣ ଅଭିଯୋଗ ଛେଣ୍ଡିପଦା – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ପଞ୍ଚାୟତର ଶିତରାସାହି ଠାରେ ଥିବା ଢ଼ାବା ମାଲିକଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି l…