ମୁଖ୍ୟ ଖବର ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ Angul OnlineSeptember 13, 2022September 13, 2022 ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ ଟକିଜ ଛକ ଆଡକୁ ଯାଇଥିବା ରାସ୍ତାରେ ତାରା ଅଟୋ ପଏଣ୍ଟ ଏବଂ ଓମ ଆର୍ଟସ ନାମକ ଏକ ଷ୍ଟିକର ଦୋକାନ ଦୋକାନ ଆଗରେ ଯାଇଥିବା ରାସ୍ତା କଡରେ ଆବର୍ଜନା ପକାଉଥିଲେ । ପୂର୍ବରୁ ତାଗିଦ କରିବା ସତ୍ୱେ ଦୋକାନ ଆଗରେ ଆବର୍ଜନା ପକାଉଥିବା ଯୋଗୁଁ ଆଜି ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ପକ୍ଷରୁ ଉଭୟ ଦୋକାନକୁ ସିଲ କରି ଦିଆଯାଇଛି । ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଏହି ଦୁଇ ଦୋକାନ ସିଲ ରହିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି । Advertisement
ରୋଷେଇ ବେଳେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ – ମା,ପୁଅ ଗୁରୁତର ଅନୁଗୁଳ – ଗ୍ୟାସରେ ରୋଷେଇ କରୁଥିବା ବେଳେ ପାଇପ୍ ଫାଟି ଯିବାରୁ ମା, ପୁଅ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ…
ସାତକୋଶିଆ ବିସ୍ଥାପନ ପ୍ରକ୍ରିୟାରେ ଓଏଚ୍ଆରସିର ଅଂକୁଶ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳରୁ ସ୍ବେଚ୍ଛାକୃତ ଗ୍ରାମ ବିସ୍ଥାପନ ଯୋଜନାରେ ୨୦୧୮ ମସିହା ଠାରୁ ଆରମ୍ଭ ହୋଇଥିଲା । ପ୍ରଥମେ ବ୍ଯାଘ୍ର…
ରାସ୍ତା ଅବସ୍ଥା ଶୋଚନୀୟ – ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଲା ବସ ମାଲିକ ସଂଘ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ଏଜି ରାସ୍ତା ଉପରେ…