ମୁଖ୍ୟ ଖବର ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ Angul OnlineSeptember 13, 2022September 13, 2022 ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ ଟକିଜ ଛକ ଆଡକୁ ଯାଇଥିବା ରାସ୍ତାରେ ତାରା ଅଟୋ ପଏଣ୍ଟ ଏବଂ ଓମ ଆର୍ଟସ ନାମକ ଏକ ଷ୍ଟିକର ଦୋକାନ ଦୋକାନ ଆଗରେ ଯାଇଥିବା ରାସ୍ତା କଡରେ ଆବର୍ଜନା ପକାଉଥିଲେ । ପୂର୍ବରୁ ତାଗିଦ କରିବା ସତ୍ୱେ ଦୋକାନ ଆଗରେ ଆବର୍ଜନା ପକାଉଥିବା ଯୋଗୁଁ ଆଜି ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ପକ୍ଷରୁ ଉଭୟ ଦୋକାନକୁ ସିଲ କରି ଦିଆଯାଇଛି । ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଏହି ଦୁଇ ଦୋକାନ ସିଲ ରହିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି । Advertisement
ଖୁବଶୀଘ୍ର ହେବ ରାଜପଥ ମରାମତି – ଜିଲ୍ଲାପାଳ ଦେଲେ ସୂଚନା(ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା ମଧ୍ୟରେ ଥିବା ୫୫ ନମ୍ୱର ଜାତୀୟ ରାଜପଥ ଦେଇ ଯିବା ଆସିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ରାସ୍ତାର…
ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ…
ଛେଳି ପାଇଁ କୁମ୍ଭୀର ସହ ସଂଘର୍ଷ , ହାତ ହରାଇଲେ ଯୁବକ ଅନୁଗୁଳ – କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ହାତ ହରାଇଲେ ଯୁବକ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝାମ୍ପୁଲି ଗାଁରେ ଘଟିଛି…