ମୁଖ୍ୟ ଖବର ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ Angul OnlineSeptember 27, 2021September 27, 2021 ଅନୁଗୁଳ – ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ ଫସିଯିବା ପରେ ଉଦ୍ଧାର କରିଛି ବନ ବିଭାଗ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମାନଜୋର ଡ୍ୟାମ ପରିସରରେ ପନ୍ଦର ଟିକିଆ ହାତୀ ପଲ ପାର ହୋଇ ଜଙ୍ଗଲ କୁ ଯାଉଥିବା ସମୟରେ ଏକ ଛୁଆ ହାତୀ ପାଣି ମଧ୍ୟରେ ଫସି ଯାଇଥିଲା । ହାତୀ ଛୁଆ ଫସି ଯାଇଥିବା ଦେଖି ମସ୍ୟଜୀବୀ ଓ ବନବିଭାଗ କର୍ମଚାରୀ ମାନଙ୍କ ପ୍ରାୟ ଚାରି ଘଣ୍ଟାର ପରିଶ୍ରମ ପରେ ହାତୀ ଛୁଆକୁ ଉଦ୍ଧାର କରାଅ ଯାଇଥିଲା । ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ ଉପସ୍ଥିତି ରେ ଛୁଆ ହାତୀକୁ ନେଇ ମା ହାତୀ ପାଖରେ ବନ ବିଭାଗ ଛାଡିଥିଲା । ଛୁଆ ହାତୀଟି ବର୍ତମାନ ସଂପୂଣ୍ଣ ସୁସ୍ଥ ଥିବା ବନ ବିଭାଗ କହିଥିବା ବେଳେ ଏବେ ବି ତା ଉପରେ ନଜର ରଖାଯାଇଛି ।. Advertisement
ଜୋର ଜବରଦସ୍ତ ଚାନ୍ଦା ଅଭିଯୋଗ – ଡ୍ରାଇଭରମାନେ ଏକାଠି ହୋଇ ଛିଡା କରିଦେଲେ ଟ୍ରକ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ସିପିପି ପ୍ଳାଣ୍ଟ ସମ୍ମୁଖରେ କିଛି ଲୋକ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର । ଚାନ୍ଦା…
ଉଦଘାଟନର ଘଣ୍ଟାଏ ପରେ ସିଲ ହେଲା ଦୋକାନ ଅନୁଗୁଳ – ଅନୁଗୁଳ ସହରରେ ଆଜି ଏକ ବଡ ସପିଂ ମଲ ଉଦଘାଟନ ହୋଇଥିବା ବେଳେ ଉଦଘାଟନର ଘଣ୍ଟାଏ ପରେ ପ୍ରଶାସନ ତାହାକୁ ସିଲ କରିଛି ।…
ଲକ୍ଷ୍ମୀ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା – କାବୁ କରି ପୁଲିସର ଜିମା ଦେଲେ ଲୋକ ଅନୁଗୁଳ -ପାର୍କିଂରେ ଥିବା ଗାଡିକୁ ପଛରୁ ଧକ୍କା ଦେଲା ଲକ୍ଷ୍ମୀବସ । ଅନୁଗୁଳ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପାର୍କିଂ ହୋଇଥିବା ଦୁଇଟି କାରକୁ ପଛରୁ ଧକ୍କା ଦେବା…