ଗରିବ ଓ ନିଃସହାୟଙ୍କ ପାଇଁ ଦକ୍ଷାୟଣୀ ହେଲଥ କେୟାରରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା

ଅନୁଗୁଳ - ଅନୁଗୁଳ ସହର ଗାନ୍ଧିମାର୍ଗ ଅମଲାପଡା ନିକଟରେ ଅତ୍ୟାଧୁନିକ ଦକ୍ଷାୟଣୀ ହେଲଥ କେୟାର ଉଦଘାଟିତ ହୋଇ ଯାଇଛି । ଡା. ଦିଭେନ୍ଦୁ ପ୍ରସାଦ ସାହୁ ଓ ଡା. ଭକ୍ତି ପ୍ରସାଦ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ହେଲଥ କେୟାର…

Continue Reading ଗରିବ ଓ ନିଃସହାୟଙ୍କ ପାଇଁ ଦକ୍ଷାୟଣୀ ହେଲଥ କେୟାରରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା

ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ

ଅନୁଗୁଳ - ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ସରୋଜ ଦାଶଙ୍କ ସଭାପତିତ୍ବରେ, ଜିଲ୍ଲା…

Continue Reading ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ

୧୦ ଦିନ ଧରି ହେବ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

ଅନୁଗୁଳ - ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ , ଅନଗୁଳ ଶାଖା ଓ ଜୟପ୍ରକାଶ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରାଇଭେଟ ଲିମିଟେଡ଼ , ରାଉରକେଲା ମିଳିତ ଭାବରେ ସହଯୋଗୀ ସଂସ୍ଥା ପୌରପାଳିକା ଅନୁଗୁଳ ଓ ଓଡିଶା ମୋ ପରିବାର ,…

Continue Reading ୧୦ ଦିନ ଧରି ହେବ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ହେବେ ୧୪ ଜଣ ନୂଆଁ ଡାକ୍ତର । ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାର ଗତ ଶୁକ୍ରବାର ଓଡ଼ିଶାରେ ୩୫୮ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ମଧ୍ୟରେ ଅନୁଗୁଳ ଜିଲ୍ଲାରେ…

Continue Reading ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି

୨୦୨୩ ରୁ ମେଡିକାଲ କଲେଜରେ ହେବ ନାମ ଲେଖା

ଅନୁଗୁଳ - ଆଗାମୀ ଏକାଡେମିକ ବର୍ଷରୁ ତାଳଚେର ମେଡିକାଲ କଲେଜ ପାଇଁ ନାମଲେଖା ଆରମ୍ଭ କରାଯିବ । ଆଜି ଓଡ଼ିଶା ସରକାରଙ୍କ ମୂଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଳଚେର ମେଡିକାଲ କଲେଜ ଚାଲିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ…

Continue Reading ୨୦୨୩ ରୁ ମେଡିକାଲ କଲେଜରେ ହେବ ନାମ ଲେଖା

ଜିଲ୍ଲାରେ ପୁଣି ବଢିଲାଣି ସଂକ୍ରମଣ – ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ପୁଣି କଡ ଲେଉଟାଇଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଗତ ଜୁନ ମାସ ୧୨ ତାରିଖରେ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ୨୨…

Continue Reading ଜିଲ୍ଲାରେ ପୁଣି ବଢିଲାଣି ସଂକ୍ରମଣ – ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ

ତାଳଚେର ମେଡିକାଲ କଲେଜ ନେଇ ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର

ଭୁବନେଶ୍ଵର - ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଆରମ୍ଭ ହୋଇ ପାରୁ ନାହିଁ । ଏହାକୁ ନେଇ ଜଣ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ଭଣ୍ଡାରିପୋଖରୀ…

Continue Reading ତାଳଚେର ମେଡିକାଲ କଲେଜ ନେଇ ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର

ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଅନୁଗୁଳ - ଅନୁଗୁଳ ମାଟିର ଜଣେ ଦକ୍ଷ ଓ ଯୁବ ସାମ୍ବାଦିକ ଥିଲେ ସ୍ବର୍ଗତ ରଘୁନାଥ ସାହୁ । ମାତ୍ର ଯୁବାବସ୍ଥାରେ ସ୍ବାସ୍ଥ୍ୟବସ୍ଥରେ ଅବନତି କାରଣରୁ ଗତବର୍ଷ ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ସାମ୍ବାଦିକ ଜଗତରରେ…

Continue Reading ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର

ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଅନୁଗୁଳ - ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି ।  ମେଡିକାଲ କଲେଜ ପାଇଁ…

Continue Reading ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି

ଅନୁଗୁଳ - ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ଜଗମୋହନ ମୀନା । ଉଭୟ ଆଜି (ସୋମବାର) ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ରୋଗୀଙ୍କୁ ଠିକ୍‌ ଭାବେ ସମସ୍ତ…

Continue Reading ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି

ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ଵସ୍ତି ଏକ୍ସପ୍ରେସ ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ

ଅନୁଗୁଳ - ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ  ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସ୍ଵସ୍ତି ଏକ୍ସପ୍ରେସକୁ ଆଜି ଅନୁଗୁଳ ଜିଲ୍ଲାପାଳ ଅଫିସ ପରିସରରେ ପତାକା…

Continue Reading ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ଵସ୍ତି ଏକ୍ସପ୍ରେସ ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା କିନ୍ନର ୱାର୍ଡ

ଅନୁଗୁଳ - ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି । କିନ୍ନରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ୱାର୍ଡ ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ଖୋଲା ଯାଇଛି ବୋଲି କୁହା ଯାଉଛି…

Continue Reading ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା କିନ୍ନର ୱାର୍ଡ

୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ରୁ ୧୮ ବୟସ୍କଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଅନୁଗୁଳ ସହରାଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ…

Continue Reading ୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା

ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍‌ ଆକ୍ରାନ୍ତ

ଅନୁଗୁଳ - ଅନୁଗୁଳ ଜିଲ୍ଲାରୁ ୨ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ ଆକ୍ରାନ୍ତ ଦୁବାଇ ଫେରନ୍ତା ହୋଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଓମିକ୍ରନ୍‌…

Continue Reading ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍‌ ଆକ୍ରାନ୍ତ

ଷ୍ଟେସନ ଠାରେ ରେଳରେ ହେବ ଚିକିତ୍ସା – ଲାଇଫ ଲାଇନ ଏକ୍ସପ୍ରେସରେ ସ୍ୱତନ୍ତ୍ର ଓ ଅତ୍ୟାଧୁନିକ ବ୍ୟବସ୍ଥା

ଅନୁଗୁଳ - ଅନୁଗୁଳ ରେଳ ଷ୍ଟେଶନରେ ପ୍ରଥମ ଥର ପାଇଁ ହସ୍ପିପିଟାଲ ଇନ୍‌ ଟ୍ରେନ ଲାଗିଛି । ଏହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟେଶନ୍‌ରେ ରହି ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବା ସହ ଔଷଧ ପ୍ରଦାନ କରିବ…

Continue Reading ଷ୍ଟେସନ ଠାରେ ରେଳରେ ହେବ ଚିକିତ୍ସା – ଲାଇଫ ଲାଇନ ଏକ୍ସପ୍ରେସରେ ସ୍ୱତନ୍ତ୍ର ଓ ଅତ୍ୟାଧୁନିକ ବ୍ୟବସ୍ଥା