ସମର୍ପଣ ଟ୍ରଷ୍ଟ ସଭାପତିଙ୍କ ପରଲୋକ

ଅନୁଗୁଳ – ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେ଼ମୀର ପରିଚାଳନା ସଂସ୍ଥା ସମର୍ପଣ ଏଜୁକେସନଲ ଟ୍ରଷ୍ଟର ସଭାପତି ରଜତ ଚନ୍ଦ୍ର ଦେଓଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ସୋମବାର ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ମୃତ୍ୟୁ ସମୟରେ ପତ୍ନୀ, ପୁଅ, ଦୁଇ ଝିଅ,ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ପୁଅ ମଦନ ମୋହନ ଦେଓ ବଡ଼କେରଜାଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଝିଅ ବୈଷ୍ଣବୀ ଦେଓ ସମର୍ପଣ ଏକାଡେମୀର ଅଧକ୍ଷା ଅଟନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page