ମୁଖ୍ୟ ଖବର କାର୍ଯ୍ୟରେ ଅବହେଳା ନେଇ ଶିକ୍ଷକ ନିଲମ୍ବିତ Angul OnlineMay 7, 2022May 7, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ କାର୍ଯ୍ୟରେ ଅବହେଳା ନେଇ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ସୂଚନା ଅନୁସାରେ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦଶମ ପରୀକ୍ଷା ଚାଲିଥିଲା । ଏହି ପରୀକ୍ଷା ସମୟରେ ଅନୁଗୁଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ପରିଦର୍ଶନରେ ଯାଇଥିଲେ । ସେହି ସମୟରେ ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିଥିବା ଶିକ୍ଷକ ଟିକନ ଦେହୁରୀ ଅନୁପସ୍ଥିତ ରହିଥିଲେ । ଏ ନେଇ ଅତିରିକ୍ତ ଶିକ୍ଷଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ଶିକ୍ଷକ ଟିକନ ଦେହୁରୀ କାର୍ଯ୍ୟରେ ଅବହେଳା କରିଥିବା ନେଇ ନିଲମ୍ବିତ କରାଯାଇଛି । Advertisement
ଅନୁଗୁଳକୁ ଆସିଲା ଐରବତ – ରାଜ୍ୟର ପ୍ରଥମ ଅନୁଗୁଳ – ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍ ‘ଐରାବତ’। ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର…
ଚିନ୍ତା ବଢାଇଲାଣି କରୋନାର ଦ୍ଵିତୀୟ ଲହର – ଜିଲ୍ଲାରେ ବଢି ଚାଲିଛି ସଂକ୍ରମଣ ଅନୁଗୁଳ – ଶିଲ୍ପନଗରୀ ଅନୁଗୁଳ ଜିଲ୍ଲାରେ ବଢି ଛାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ପୁଲିସ…
ଟ୍ରକ ମାଲିକ ଓ ନାଲକୋ ବିବାଦ ତୁଟିଲା – ସେପଟେ ୧୬ ଟ୍ରକ ମାଲିକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଓ କୁଲାଡ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁ ନଥିବାରୁ ଟ୍ରକ ସଂଘ…