ଭଲ ଖବର ଟ୍ରକ ମାଲିକ ସଂଘ ପକ୍ଷରୁ ଆଇଏଫଟି ମେସିନ ପ୍ରଦାନ Angul OnlineSeptember 9, 2022September 9, 2022 ଅନୁଗୁଳ – ବିଶ୍ବ ଫିଜିଓଥେରାପି ଦିବସ ଅବସରରେ ଅନୁଗୁଳ ଟ୍ରକ ମାଲିକ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ବିଭାଗକୁ ଯନ୍ତ୍ରଣା ଉପଶମ କରୁଥିବା ଏକ ଆଇଏଫଟି ମେସିନ ପ୍ରଦାନ କରାଯାଇଛି । ଏହି ମେଶିନ ଦ୍ଵାରା ରୋଗୀଙ୍କ ଭୌତିକ ଚିକିତ୍ସା କରା ଯାଇ ପାରିବ । ଯାହାଦ୍ୱାରା ରୋଗ ଉପଶମ ହୋଇ ପାରିବ । ଏହି ମେଶିନ ପ୍ରଦାନ ବେଳେ ସିଡିଏମଓ ଡା ତ୍ରିଲୋଚନ ପ୍ରଧାନଙ୍କ ସମେତ ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ , ଅମ୍ବରିଶ ସ୍ବାଇଁ , ସନ୍ତୋଷ ଦାସ , ରଜତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଆଇଆଇଏମ ମୁମ୍ବାଇ ପରାମର୍ଶଦାତା ଟିମର ପ୍ରସ୍ତାବିତ ଜମି ପରିଦର୍ଶନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କତଡା ଠାରେ ପ୍ରସ୍ତାବିତ ସେଣ୍ଟର ଫର ଏକ୍ସଲେନ୍ସ ଇନିଷ୍ଟିଚୁଟ ଅଫ ଇଂଜିନିୟରିଂ ଏଣ୍ଡ ମ୍ୟାନେଜମେଣ୍ଟ କ୍ୟାମ୍ପସ ପାଇଁ IIM…
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…
ଅନୁଗୁଳରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର – ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ । ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ…