ମୁଖ୍ୟ ଖବର କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଆହତ Angul OnlineJuly 6, 2023July 6, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ , କୃଷ୍ଣଚକ୍ରଗଡ ଗ୍ରାମର ଜନକ ବେହେରା (୪୦), ନେକୁରି ବେହେରା (୪୦) ଛେଳି ଚରାଇବାକୁ ଯାଇଥିବା ବେଳେ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା । ଯାହା ଫଳରେ ଦୁଇ ଜଣ ଯାକ ଗୁରୁତର ହୋଇଯାଇଥିଲେ । ଚିତ୍କାର ଶୁଣି ଗ୍ରାମ ବାସୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଳୟରେ ବନ ବିଭାଗ ପହଁଚି ଘଟଣା ର ତଦନ୍ତ କରୁଛି । Advertisement
ଜିଲ୍ଲାରେ ଗଡି ନପାରେ ୧୦୮ ଅନୁଗୁଳ – ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ଚଳିତ ମାସରୁ ଏକ ନୂଆ…
ଅନୁଗୁଳରେ ମଧ୍ୟ ମହା ଶିବରାତ୍ରୀରୁ ‘ତାଣ୍ଡବ’ କଟକ – ମହାଦେବ ଫିଲ୍ମ ହୋମ ପ୍ରଡକ୍ସନ୍ ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ତାଣ୍ଡବ’ ଏଇ ମହା ଶିବରାତ୍ରୀରେ (ମାର୍ଚ୍ଚ ୧୧) ରିଲିଜ୍ ହେବା ପାଇଁ ସ୍ଥିର ହୋଇଛି…
ଟାକ୍ସ ଖିଲାପକାରୀ ୨ ଦୋକାନ ସିଲ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ , ନୋଟିସ୍ ଡାକବାଜି ଯନ୍ତ୍ରରେ ପ୍ରଚାର ସତ୍ତ୍ବେ ହୋଲ୍ଡିଂ ଟ୍ୟାକ୍ସ ଦାଖଲ ନକରିବାରୁ…