ମୁଖ୍ୟ ଖବର ପୁଲିସ ଏସ୍.ଆଇ ଓ ଏ.ଏସ୍.ଆଇ ସ୍ତରରେ ବଡ଼ ଅଦଳବଦଳ Angul OnlineJanuary 19, 2024January 19, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଏସ୍.ଆଇ ଓ ଏ.ଏସ୍.ଆଇ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଅନୁଗୁଳ ଜିଲ୍ଲା ଏସ୍.ପି. ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଜିଲ୍ଲାର ବିଭିନ୍ନ ଥାନାରୁ ୩୦ ଜଣ ଏସ୍.ଆଇ ଓ ୪୧ ଜଣ ଏ.ଏସ୍.ଆଇଙ୍କ ବିଭିନ୍ନ ଥାନାକୁ ବଦଳି କରାଯାଇଛି । ଏସ୍.ଆଇ. ମାନଙ୍କ ମଧ୍ୟରେ ଅନୁଗୁଳ ଥାନାର ଏସ୍.ଆଇ ପ୍ରଶାନ୍ତ ପ୍ରଧାନଙ୍କୁ ଗୋପାଳପ୍ରସାଦ ଥାନା ଓ ଶୁଭଲକ୍ଷ୍ମୀ ସିଂଙ୍କର ଛେଣ୍ଡିପଦା ଥାନାକୁ ବଦଳି କରାଯାଇଛି। Advertisement
ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର ଛେଣ୍ଡିପଦା – ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି…
ରେଙ୍ଗାଳି ଖୋଲିଲା ଦୁଇଟି ଗେଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ…
ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ…