ରାଜନୀତି ବିପ୍ଳବ ଓ ଦିନେଶଙ୍କୁ ନୁଆଁ ଦାୟୀତ୍ୱ Angul OnlineFebruary 29, 2024February 29, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିର ଯୁବ ସଭାପତି ତଥା ବସୁଧା ଜଳ ଯୋଗାଣ(ଗ୍ରାମ୍ଯ) ଉପଦେଷ୍ଟା ଦିନେଶ ପ୍ରଧାନ ଓ କଂଗ୍ରେସ ଛାଡି ନୁଆଁ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ବରିଷ୍ଠ ନେତା ବିପ୍ଲବ ଜେନାଙ୍କୁ ଦଳ ନୁଆଁ ଦାୟୀତ୍ୱ ଦେଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ନେଇ ଆଜି ନିର୍ଦେଶ ଜାରି କରିଛନ୍ତି । ବରିଷ୍ଠ ନେତା ବିପ୍ଲବ ଜେନାଙ୍କୁ ରାଜ୍ଯ ସାଧାରଣ ସମ୍ପାଦକ ଦାୟୀତ୍ୱ ମିଲିଥିବା ବେଳେ ଦିନେଶ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ସହ ସଂଯୋଜକ ଭାବେ ଦାୟୀତ୍ୱ ଦିଆ ଯାଇଛି । Advertisement
ବବିତା ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ…
ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର…
କଂଗ୍ରେସ ଜଣେ ଉଦୀୟମାନ ଛାତ୍ର ନେତାଙ୍କୁ ହରାଇଲା ଅନୁଗୁଳ – ଗତକାଲି ବିହାର ପାଟନାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଅନୁଗୁଳ କଂଗ୍ରେସର ଜଣେ ଉଦୀୟମାନ ଛାତ୍ର ନେତା ଫାରୁକଙ୍କ ମୃତ୍ୟୁ ହୋଇଛି । ସେ ବିଗତ…