ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ  ସଷ୍ଟେନେବିଲିଟି ପୁରସ୍କାର

ଭୁବନେଶ୍ୱର - ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ  ସଷ୍ଟେନେବିଲିଟି ପୁରସ୍କାର ୨୦୨୪ରେ ସମ୍ମାନିତ କରାଯାଇଛି । ନାବାର୍ଡ ସହଭାଗିତାରେ କାର୍ଯ୍ୟକରି ହେଉଥିବା ସମନ୍ୱିତ…

Continue Reading ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ  ସଷ୍ଟେନେବିଲିଟି ପୁରସ୍କାର

ଅସୁସ୍ଥ ଦନ୍ତା ହାତୀର ହେଲା ଚିକିତ୍ସା

ଅନୁଗୁଳ - ଅସୁସ୍ଥ ଦନ୍ତା ହାତୀକୁ କରାଯାଇଛି ଟ୍ରାଙ୍କୁଲାଇଜ । ଟ୍ରାଙ୍କୁଲାଇଜ ପରେ ନନ୍ଦନକାନନ , ଢେଙ୍କାନାଳ ଓ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରୁ ଆସିଥିବା ପ୍ରାଣୀ ଚିକିତ୍ସକ ମାନେ ହାତୀର ଚିକିତ୍ସା କରିଛନ୍ତି । ସୂଚନା ଅନୁସାରେ ଦନ୍ତା ହାତୀର ମୁଣ୍ଡରେ…

Continue Reading ଅସୁସ୍ଥ ଦନ୍ତା ହାତୀର ହେଲା ଚିକିତ୍ସା

ମୋବାଇଲ ଗେମରେ ହାରି ନିଜ ତଣ୍ଟି କାଟିଲେ ଯୁବକ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି  । ସୌମ୍ୟରଞ୍ଜନ ନାୟକ ନାମକ ଜଣେ ଯୁବକ ମୋବାଇଲ ଫୋନରେ ଗେମ୍ ଖେଳୁଥିବା ବେଳେ ସେଥିରେ ହାରିଯାଇ ନିଜ ବେକ ନିଜେ କାଟି…

Continue Reading ମୋବାଇଲ ଗେମରେ ହାରି ନିଜ ତଣ୍ଟି କାଟିଲେ ଯୁବକ

ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ – ଆତଙ୍କିତ ସ୍ଥାନୀୟ ଲୋକେ

ଛେଣ୍ଡିପଦା - ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ଗତ ଦୁଇ ଦିନ ହେଲା ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଂଚଳରେ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବା ବେଳେ ଲୋକ ଭୟଭୀତ…

Continue Reading ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ – ଆତଙ୍କିତ ସ୍ଥାନୀୟ ଲୋକେ

ପିକଅପ ଭ୍ୟାନ ଧକ୍କାରେ ୪ ବର୍ଷର ନାବାଳକର ମୃତ୍ଯୁ

ଆଠମଲ୍ଲିକ - ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଳିପଦର ଗ୍ରାମରେ ପିକଅପ ଭ୍ୟାନ ଧକ୍କାରେ ୪ ବର୍ଷର ନାବାଳକର ମୃତ୍ଯୁ ହୋଇଛି । ମୃତ ନାବାଳକ ତନ୍ମୟ ବେହେରା ରାସ୍ତାରେ ଯାଉଥିବା ବେଳେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି…

Continue Reading ପିକଅପ ଭ୍ୟାନ ଧକ୍କାରେ ୪ ବର୍ଷର ନାବାଳକର ମୃତ୍ଯୁ

ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ୯୦ହଜାର ଟଙ୍କା ଲୁଟ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜାମ୍ବୁନାଲି ଛକ ନିକଟରେ ଜଣେ ମେଡିସିନ ପ୍ରତିନିଧିଙ୍କ ଠାରୁ ବନ୍ଧୁକ ମୁନରେ ୯୦ହଜାର ଟଙ୍କା ଲୁଟ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ବନ୍ଧୁକ…

Continue Reading ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ୯୦ହଜାର ଟଙ୍କା ଲୁଟ

ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ

ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ବାଗଡିଆ ଥାନାରେ ଅଭିଯୋଗ କରି ଆସିଥିବା ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ଼ମାରିଥିବା ନେଇ ପିପଳବାହଳ ଗ୍ରାମର ଦମ୍ପତି ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ପିପଳବାହଳ ଗ୍ରାମରେ ଜମି ଭଗବାଣ୍ଟା କେନ୍ଦ୍ରକରି ପୁତୁରାଙ୍କ…

Continue Reading ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ

ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ

ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଇସ୍ତଫା ଦେବାବେଳେ ବିଜେପିର ରାଜ୍ୟ ପରିଷଦ…

Continue Reading ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ

ଦୂର୍ଘଟଣାରେ ଦୁଇ ମୃତ

ଅନୁଗୁଳ - ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃଲକ ମାନେ ହେଲେ ଚଉରିଡିହ ଗ୍ରାମର ନଦିଆ ସାହୁଙ୍କ ପୁଅ ଚିତ୍ତରଞ୍ଜନ ସାହୁ…

Continue Reading ଦୂର୍ଘଟଣାରେ ଦୁଇ ମୃତ

କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ

ଅନୁଗୁଳ - ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କ୍ୟାଡର ପୁନର୍ଗଠନ,ଗ୍ରେଡ ପେ ତଥା ଅନ୍ୟାନ୍ୟ ଦାବି ପୁରଣରେ ଉଦ୍ଦେଶ୍ୟ ମୂଳକ ବିଳମ୍ଭ ପ୍ରତିବାଦରେ ଅସହଯୋଗ ଆନ୍ଦୋଳନ । ଏହି କ୍ରମରେ ଅନୁଗୁଳ…

Continue Reading କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ

ପୋକତୁଙ୍ଗା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ମାନକ ପ୍ରମାଣ ପତ୍ର

  ଅନୁଗୁଳ - ଅନୁଗୁଳ ବ୍ଲକ ପୋକତୁଙ୍ଗା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣ ପତ୍ର । ଜନସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ମାନ ବୃଦ୍ଧି ସହ ରୋଗୀ ଅଧିକାର,ଗୋଷ୍ଠୀ ସ୍ତରୀୟ କ୍ଲିନିକାଲ୍ ସେବା,ସଂକ୍ରମଣ ନିୟନ୍ତ୍ରଣ, ସେବା…

Continue Reading ପୋକତୁଙ୍ଗା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ମାନକ ପ୍ରମାଣ ପତ୍ର

ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା

  ଅନୁଗୁଳ - ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ ଦଳରେ ଟିକେଟ ଆଶାୟୀ ଏକାଧିକ ଥିବା ବେଳେ ସମସ୍ତେ ଦଳର ସୁପ୍ରିମୋଙ୍କ ନିକଟବର୍ତ୍ତୀ…

Continue Reading ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା

ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ଯୁ

ଅନୁଗୁଳ - ଜାତୀୟ ରାଜପଥ ୧୪୯ ରେ ଟ୍ରକ୍‌ ଦୁର୍ଘଟଣାରେ ଜଣେ ନର୍ସଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ବଅଁରପାଳ ଡାକ୍ତରଖାନାରେ ଅସ୍ଥାୟୀ ନର୍ସ ଭାବେ କାମ କରୁଥିବା ସୁନୀତା ସାହୁ ନାମକ ଜଣେ ମହିଳା ଏକ ସ୍କୁଟିରେ…

Continue Reading ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ଯୁ

ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର

ଅନୁଗୁଳ - ଅନୁଗୁଳ ସହର ଉପକଣ୍ଠ ବଣିଆବାହାଳରେ ଦୁର୍ବୃତ୍ତର ଖଣ୍ଡା ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣଙ୍କ ହୁଲୁରିସିଂହା ଗ୍ରାମରେ ଭଡ଼ାରେ ରହିଥିବା ନରସିଂହପୁର ଅଞ୍ଚଳର ଗଦାଧର ମଲ୍ଲିକ ବୋଲି ଜଣା ପଡିଛି । ସେ…

Continue Reading ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର

ସରକାର, ପ୍ରଶାସନକୁ ଜାଗ୍ରତ କରିବା ପାଇଁ ଘଣ୍ଟବାଦ୍ଯ ଶୋଭାଯାତ୍ରା

ଅନୁଗୁଳ- ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ୫୫ ନମ୍ବର ଜାତୀୟ ରାଜପଥ ସମସ୍ୟାର ସମାଧାନ ତଥା ଅତିଶୀଘ୍ର ବାଇପାସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବା ଦାବିରେ କୃଷି ଭବନ ସମ୍ମୁଖରେ ଚାଲିଥିବା ଅନୁଗୁଳ ସଚେତନ ନାଗରିକଙ୍କ ଗଣଧାରଣା ଶୁକ୍ରବାର ୨୪…

Continue Reading ସରକାର, ପ୍ରଶାସନକୁ ଜାଗ୍ରତ କରିବା ପାଇଁ ଘଣ୍ଟବାଦ୍ଯ ଶୋଭାଯାତ୍ରା