ଆଞ୍ଚଳିକ କ୍ୟାଟ ଅନଗୁଳ ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ Angul OnlineJuly 15, 2024July 15, 2024 ଅନୁଗୁଳ – କ୍ୟାଟ ଅନଗୁଳ ଜିଲ୍ଲା ଶାଖା ର ଚତୁର୍ଥ ପ୍ରତିଷ୍ଠା ଦିବସ ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଯାଇ ଅଛି । କ୍ୟାଟ ଅନୁଗୁଳ ର ଅଧକ୍ଷ ଶ୍ରୀ ଯୁକ୍ତ ରାଜ୍ କୁମାର ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ସାଂସଦ ଶ୍ରୀ ଯୁକ୍ତ ରୁଦ୍ର ନାରାୟଣ ପାଣି , କ୍ୟାଟର ଜାତୀୟ ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ବ୍ରିଜ ମୋହନ ଅଗ୍ରୱାଲ , ଅନଗୁଳ ବିଧାୟକ ଶ୍ରୀ ଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଯୁକ୍ତ ଅଗସ୍ତି ବେହେରା , ଅନୁଗୁଳ ପୌରପାଳିକା ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ସାମନ୍ତ , କ୍ୟାଟ ର ଉପଦେଷ୍ଟା ଶ୍ରୀ ଯୁକ୍ତ ଜିତେନ୍ଦ୍ର ଗୁପ୍ତା ଓ ଶ୍ରୀ ଯୁକ୍ତ ସୁଦର୍ଶନ ଅଗ୍ରୱାଲ , ସ୍କ୍ରୀନିଂ କମିଟି ର ଚେୟାର ମ୍ୟାନ ଶ୍ରୀ ଯୁକ୍ତ ଆନନ୍ଦ ଅଗ୍ରୱାଲ ଯୋଗ ଦେଇଥିଲେ । ଏଥି ସହ ଅନୁଗୁଳ ଶ୍ରୀ ଗୋପାଳ ଗୋଶାଳା ଅଧ୍ୟକ୍ଷ ଶ୍ରୀ ଲଡୁ କେଶର ଅଗ୍ରୱାଲ ମାରୱାଡି ପଂଚାୟତ ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ମାଣ୍ଡୋଠିଆ ଓ ଅନଗୁଳର ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କ୍ୟାଟର ଜାତୀୟ ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ବ୍ରିଜ ମୋହନ ଅଗ୍ରୱାଲ ନୂତନ ସଭାପତି ଶ୍ରୀ ଯୁକ୍ତ କମଲ ଅଗ୍ରୱାଲ ଙ୍କୁ ଶପଥ ପାଠ କରାଇ ଥିଲେ । ଏହା ପରେ ବିଦାୟ ସଭାପତି ରମେଶ ଚନ୍ଦ୍ର ସାହା ନୂତନ ସଭାପତିଙ୍କୁ ଦାଇତ୍ୱ ହସ୍ତାନ୍ତର କରିଥିଲେ । ଏହା ପରେ ନୂତନ ସଭାପତି କମଲ ଅଗ୍ରୱାଲ ନବ ଗଠିତ ଟିମ ର ସମ୍ପାଦକ ଭାବେ ଶ୍ରୀ ଯୁକ୍ତ ରୋହିତ ଲିହାଲା , କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ଅନିଲ ବଂସଲ , ଉପ ସଭାପତି ଆଶିଷ ଅଗ୍ରୱାଲ ଓ କୈଳାସ ଜିନ୍ଦଲ , ସହ ସମ୍ପାଦକ ସୁରଜ ମୋଦି , ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ଯୁକ୍ତ ଜଗନ୍ନାଥ ଅଗ୍ରୱାଲ ସହ ନନ୍ଦୁ ଲାଲ ଅଗ୍ରୱାଲ , ଗୋପଲ ମୁନନ୍ଦ୍ରା , ମହେଶ ଅଗ୍ରୱାଲ , ସଂଜୀବ ଜେନ ସତ୍ୟ ନାରାୟଣ ମାଣ୍ଡୋଠିଆ , ମନୋଜ ଅଗ୍ରୱାଲ , ଶ୍ରୀ ରାମ ମାଣ୍ଡୋଠିଆ , ଗୌରବ ଅଗ୍ରୱାଲ , ଦୀପକ ମହାନ୍ତି ଓ ଅନ୍ୟାନ୍ୟ ନୂତନ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ । Advertisement
ସଂକ୍ରମିତ ଶବଦାହର ବିଳମ୍ବକୁ ନେଇ କଂଗ୍ରେସ ଜିଲ୍ଲା ସଭାପତି ଉଦବେଗ – ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିପ୍ଲବ ଜେନା କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍କାରର ବିଳମ୍ବ ନେଇ ଗଭୀର…
ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି…
ଥର୍ମାଲ ଏନଟିପିସିର ଭାରୀଯାନ ଯୋଗୁଁ ୧୪୯ ଜାତୀୟ ରାଜପଥରେ ହୀନସ୍ତା ଭୋଗୁଛନ୍ତି ଲୋକେ ତାଳଚେର – ଏନଟିପିସି ତାଳଚେର ଥର୍ମାଲର ଭାରୀଯାନ ଚଳାଚଳ ଯୋଗୁ ଥର୍ମାଲ ଆନନ୍ଦ ବଜାର ରାସ୍ତା ବିପଦ ପୂର୍ଣ୍ଣ ସହ ଘଣ୍ଟା ଘଣ୍ଟା ଧରି ୧୪୯ ଜାତୀୟ…