ହୋଣ୍ଡା ଜୟ ଫେଷ୍ଟରେ ରଞ୍ଜନ ନାଏକ ଜିତିଲେ ଫିଲିପ୍ସ ଏୟାର୍ ଫ୍ରାୟର୍

ଅନୁଗୋଳ – ହୋଣ୍ଡା ଜୟ ଫେଷ୍ଟ ଅଫର୍‌ରେ ପୁଣି ଜଣେ ଗ୍ରାହକଙ୍କୁ ମିଳିଛି ଆକର୍ଷଣୀୟ ପୁରସ୍କାର। ଅନୁଗୋଳସ୍ଥିତ ଲକ୍ଷ୍ମୀ ହୋଣ୍ଡାର ଗ୍ରାହକ ଟେଣ୍ଟୋଇ, ବଲରାମପ୍ରସାଦର ଶ୍ରୀ ରଞ୍ଜନ ନାଏକ ଏହି ଅଫର୍‌ରେ ଫିଲିପ୍ସ ଏୟାର୍ ଫ୍ରାୟର୍ ଜିତିଛନ୍ତି।

ଏହି ସଫଳତାକୁ ନେଇ ଲକ୍ଷ୍ମୀ ହୋଣ୍ଡା ପରିବାର ପକ୍ଷରୁ ଶ୍ରୀ ନାଏକଙ୍କୁ ଅଭିନନ୍ଦନ ଜଣାଯାଇଛି। ଗ୍ରାହକଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବା ସହ ସେମାନଙ୍କୁ ଖୁସି ଓ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିବା ହୋଣ୍ଡା ଜୟ ଫେଷ୍ଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ କୁହାଯାଇଛି। ଶ୍ରୀ ନାଏକଙ୍କୁ ଏହି ଉପହାର ଦେବା ବେଳେ ଲକ୍ଷ୍ମୀ ହୋଣ୍ଡାର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ , ହୋଣ୍ଡା ଏରିଆ ଇନଚାର୍ଜ ଅଭିଷେକ ହୋତା ଆଦି ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page