ମୁଖ୍ୟ ଖବର ବ୍ୟାଙ୍କରେ ଲାଗିଲା ନିଆଁ Angul OnlineMay 7, 2021May 7, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଆକ୍ସିସ ବ୍ୟାଙ୍କରେ ଆଜି ମଧ୍ୟାହ୍ନରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର କାଗଜପତ୍ର ଓ ଆସବାବପତ୍ର ପୋଡି ନଷ୍ଟ ହୋଇ ଯାଇଛି । ଅଗଙ୍କାନଦା ସମୟରେ ବ୍ୟାଙ୍କରେ ଗରାଖଙ୍କ ଗହଳି ଓ କର୍ମଚାରୀ ଥିବା ବେଳେ ସୌଭାଗ୍ୟ ବଶତଃ ଅଗ୍ନିକାଣ୍ଡରେ କାହାର କିଛି ହୋଇ ନଥିବା ଜଣା ପଡ଼ିଛି । ସଟ୍ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି । ଖବରପାଇ ତାଳଚେର ଅଗ୍ନିଶମ ବିଭାଗକୁ ତୁରନ୍ତ ଆସି ନିଆଁ କୁ ଆୟତ କରିଛନ୍ତି । Advertisement
କ୍ଷୀରୋଦକୁ ଏନକାଉଣ୍ଟର କଲା ପୁଲିସ – କଣ କଣ କ୍ରାଇମ କରିଥିଲା କ୍ଷୀରୋଦ ପଢନ୍ତୁ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବଢ଼ି ଚାଲିଥିବା ଅପରାଧ ଓ ଅପରାଧୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ଦିନ ଦିନ ଚୋରି ,…
କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମର ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରୁ…
ଶଶୁର ଘରେ ଜ୍ବାଇଁର ସନ୍ଦେହଜନକ ମୃତ୍ୟୁ ଅନୁଗୁଳ – ଶଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ ପରେ ପୁଅକୁ ତାର ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ନିଶା ଥାନାରେ ଅଭିଯୋଗ କରିଛନ୍ତି ପୁଅ…