ରାଜନୀତି ଚତୁର୍ଥ ଦିନରେ ୨୦୧୩ ଜଣ କଲେ ନାମାଙ୍କନ Angul OnlineJanuary 20, 2022January 20, 2022 ଅନୁଗୁଳ – ଆଜି ନାମାଙ୍କନ ପତ୍ର ଦାଖଲର ୪ର୍ଥ ଦିବସରେ ଅନୁଗୁଳ ଜିଲ୍ଲାରେ ସମୁଦାୟ ୨୦୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ୱାର୍ଡ ସଭ୍ୟ ୧୪୬୪ ଜଣ , ସରପଞ୍ଚ ୨୫୪ ଜଣ , ସମିତି ସଭ୍ୟ ୨୪୯ ଜଣ ଓ ଜିଲ୍ଲା ପରିଷଦ ସଦସ୍ୟ ୪୬ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଗଜେନ୍ଦ୍ର ବାରିକଙ୍କ ଠାରୁ ପ୍ରକାଶ । ପ୍ରକାଶଥାଉକି , ଆସନ୍ତାକାଲି ( ତା.୨୧.୧.୨୨ ) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ ତା୨୫.୧.୨୦୨୨ ରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । Advertisement
ବିଜେପି ଛାଡିଲେ ରବି ପାଣି ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣାଶୁଣା ତଥା ବରିଷ୍ଠ ନେତା ରବି ନାରାୟଣ ପାଣି ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ଭାରତୀୟ ଜନତା…
ଅଗସ୍ତି ବେହେରାଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ଇଣ୍ଟର୍ଭ୍ୟୁ ଟାଇମ୍ସ ପକ୍ଷରୁ ଭୁବନେଶ୍ୱରଠାରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ…
ଦିନରେ ଲଣ୍ଠନ ଦେଖାଉଛନ୍ତି କେନ୍ଦ୍ର ସରଜାର – ଭିକେ ପଣ୍ଡିୟାନ ଅନୁଗୁଳ – ଅନୁଗୁଳରେ କାର୍ତ୍ତିକ ପାଣ୍ଡିଆନ । ଗତକାଲି ପାଲଲହଡା ନିର୍ବାଚନ ମଣ୍ଡଳୀର ରେଙ୍ଗାଲି ଓ ପରେ ତାଳଚେର ନିର୍ବାଚନ ମଣ୍ଡଳୀର କୋଳିୟାରୀ ପଡିଆ ଠାରେ ସାଧାରଣ…