ମୁଖ୍ୟ ଖବର ବଜ୍ରାଘାତରେ ଦୁଇ ମୃତ Angul OnlineJune 22, 2022June 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ବ୍ରଜପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ତଳା ଥାନା ଗୋପାଳପୁର ଗାଁର ଗନ୍ଧର୍ବ ବେହେରା ଗାଈ ଚରାଇ ଘରକୁ ଫେରୁଥିଲେ । ଗନ୍ଧର୍ବ ଗାଁ ମୁଣ୍ଡ ସ୍କୁଲ ନିକଟ ଯାଏ ହୋଇଥିବା ବେଳେ ବଜ୍ରପାତ ହେବାରୁ ରାସ୍ତାରେ ଗନ୍ଧର୍ବଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି କୋଶଳା ଗ୍ରାମର ସଞ୍ଜୟ ବେହେରା ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ସେହିଠାରେ ହିଁ ସଞ୍ଜୟଙ୍କର ମୃତ୍ୟୁ ହୋଇଥିଲା । Advertisement
ସଡକ ସୁରକ୍ଷା ବୈଠକୁ ଏନ୍.ଏଚ.ଏ.ଆଇ.ର ହେୟାଜ୍ଞାନ – ଜାରି ହେବ ନୋଟିସ ଅନୁଗୋଳ – ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ ସଡ଼କ ସୁରକ୍ଷା ବୈଠକକୁ ଆସୁନାହାନ୍ତି । ଗୋଟିଏ କି ଦୁଇଟି ବୈଠକ ନୁହେଁ ଏମିତି ଅନେକ ବୈଠକ…
ବନ୍ଦରୁ ବର୍ତ୍ତିବା ପାଇଁ ଗାଡ଼ିରେ ପୁଲିସ ଲେଖି ଯାଉଥିଲେ – ଅଟକ ରଖିଲା ପୁଲିସ ଅନୁଗୁଳ – ଆଜି ବାଲେଶ୍ୱର ଏଫ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ…
ହାତୀ ଆକ୍ରମଣରେ ଗଜ ସାଥୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର କତଡା ଡ଼ଙ୍ଗାଧରସାହିରେ ଅଭାବନୀୟ ଘଟଣା ଘଟି ଯାଇଛି l ହାତୀ ଘଉଡ଼ାଇଵାକୁ ଯାଇଥିବା ବେଳେ ବେଳେ ହାତୀ ଆକ୍ରମଣରେ…