ମୁଖ୍ୟ ଖବର ମାର୍ବଲ ଓ ଟାଇଲସ ସୋରୁମରେ GST ଚଢ଼ାଉ Angul OnlineApril 12, 2023April 12, 2023 ଅନୁଗୋଳ – ଅନୁଗୋଳ ତୁରଙ୍ଗର ଏକ ଟାଇଲସ ଏବଂ ମାର୍ବଲ ଦୋକାନରେ ସେଣ୍ଟ୍ରାଲ GST ଚଢ଼ାଉ । ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ ୧୦ ଜଣିଆ ଟିମର ଚଢ଼ାଉ ଜାରି ରହିଛି । ବିକାଶ ବାଗଡ଼ି ନାମକ ଏହି ଶୋ ରୁମର ମାଲିକଙ୍କ ସମ୍ପର୍କୀୟ ଜଣେ ଭୁବନେଶ୍ୱରରେ ଶୋ ରୁମ ରହିଛି । ସେଠାରେ GST ରେ କିଛି ଏପଟସେପଟ ହୋଇଥିବା ଜାଣିବା ପରେ ବିଭାଗ ପକ୍ଷରୁ ଅନୁଗୋଳର ଏହି ଶୋ ରୁମରେ ମଧ୍ୟ ଚଢ଼ାଉ କରା ଯାଉଛି । ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ଏହି ଚଢ଼ାଉ କରା ଯାଉଥିବା ଆଡ଼ିସିନାଲ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଓମ ପ୍ରକାଶ ନାୟକ କହିଛନ୍ତି । Advertisement
ପୋଖରୀରେ ବୁଡି ଦୁଇ ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁ ମଠ ପୋଖରୀରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଦୁଇଜଣ ହେଲେ…
ଜି.ଏମ୍.ଡି.ସି. ବିରୁଦ୍ଧରେ ଗର୍ଜିଲେ ଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଠାରେ ହେବାକୁ ଥିବା ଓପନ କାଷ୍ଟ୍ କୋଇଲା ଖଣିକୁ ଛେଣ୍ଡିପଦା ଅଞ୍ଚଳ ବାସୀ ପ୍ରବଳ ବିରୋଧ କରିଛନ୍ତି । କିଛି…
ଆମ୍ବତୋଟାରୁ ମହିଳାଙ୍କ ଗଳିତ ଶବ ଠାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁର ବଡବନ୍ଧ ଆମ୍ବତୋଟାରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଶନିବାର ଠାବ କରାଯାଇଛି । ସୂଚନା…