ମୁଖ୍ୟ ଖବର ବୈତୁରା ହେଲେ ଅନୁଗୁଳ ଉପ-ଜିଲ୍ଲାପାଳ Angul OnlineMay 2, 2022May 6, 2022 ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ବ ଗ୍ରହଣ କରିଛନ୍ତି । ଜିଲ୍ଲାରେ ସେ ସବ୍ ରେଷ୍ଟରଠାରୁ ଆରମ୍ଭକରି ସହକାରୀ ଉପଜିଲ୍ଲାପାଳ ଭାବେ ତାଙ୍କ ଦାୟିତ୍ବ ତୁଲାଇ ଆସିଛନ୍ତି । ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି ଅବସର ନେବାପରେ ଶ୍ରୀ ଦିପ୍ ଏହି ନୁଆ ଦାୟିତ୍ବ ନେଇଛନ୍ତି । ଶ୍ରୀ ଦିପ୍ ଙ୍କ ଏହି ନୂଆ ନିଯୁକ୍ତି ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି । Advertisement
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…
ଦିଲ୍ଲୀପ ପାଣି ତାଳଚେର ଟ୍ରକ ମାଲିକ ସଂଘ ସଭାପତି – ପ୍ରକାଶ ସାଧାରଣ ସମ୍ପାଦକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ ସରିଛି । ଗତକାଲି ନିର୍ବାଚନ ପରେ ରବିବାର ଏହାର ଗଣତି ଥିଲା । ଗଣତି…
ବିପର୍ଯ୍ୟସ୍ତ ଅବସ୍ଥାରେ ୭୧ବର୍ଷର ପୌରପାଳିକା – ଝାଡୁ ମାରିଲେ ପୌରାଧ୍ୟକ୍ଷ ତାଳଚେର – ୭୧ବର୍ଷରେ ପାଦ ଥାପିଛି ତାଳଚେର ପୌରପରିଷଦ । ତେବେ ୭୧ବର୍ଷ ପୁରି ଯାଇଥିଲେ ମଧ୍ୟ ପୌରପରିଷଦର ୨୧ଗୋଟି ୱାର୍ଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ…