କବିତା ଆସର ଅନୁଷ୍ଠିତ

ଅନୁଗୁଳ - ଗତ ତା ୨୧. ୦୮. ୨୦୨୪ ରିଖ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗାନ୍ଧିମାର୍ଗ, ଅନୁଗୁଳଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ "ବର୍ଷାଗୀତି" କବିତା ଆସର ଓ "ସାହିତ୍ୟରେ ବର୍ଷା" ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ…

Continue Reading କବିତା ଆସର ଅନୁଷ୍ଠିତ

ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ

ଅନୁଗୁଳ - ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛି । ଏହି କାର୍ଯ୍ୟକ୍ରମରେ ଜେଜିୟୁର ୭୩୬୮ ଜଣ…

Continue Reading ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ

ଦର୍ଶକଙ୍କୁ ବିମୋହିତ କଲା ନାଟକ ବ୍ରହ୍ମ ବିବାଦ ବିସମ୍ବାଦ

ଅନୁଗୁଳ - ଅନୁଗୁଳର ଅଗ୍ରଣୀ ଅନୁଷ୍ଠାନ ନାଟ୍ଯମ ପକ୍ଷରୁ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଉପରେ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ ହୋଇଯାଇଛି । ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଆଜି କାର୍ଯ୍ଯକ୍ରମକୁ ଉଦ୍ଘାଟନ କରି ଜଗନ୍ନାଥ ଦର୍ଶନ…

Continue Reading ଦର୍ଶକଙ୍କୁ ବିମୋହିତ କଲା ନାଟକ ବ୍ରହ୍ମ ବିବାଦ ବିସମ୍ବାଦ

ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବ ମହୋତ୍ସବ

ଅନୁଗୁଳ -  ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ପୁଣି ଜିଲ୍ଲାବାସୀଙ୍କୁ ଆମୋଦିତ କରିବ ଜିଲ୍ଲା ମହୋତ୍ସବ । ସ୍ଥାନିୟ କଳାକାରଙ୍କ ସମେତ ଓଲିଉଡ ଓ ବଲିଉଡ କଳାକାରଙ୍କ ଗିତନାଚରେ ଝୁମିବେ ଜିଲ୍ଲାବାସୀ । ତେବେ ଚଳିତ ବର୍ଷ କେବଳ ଅନୁଗୁଳ ସହରରେ…

Continue Reading ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବ ମହୋତ୍ସବ

ଟି ସୌରି ଙ୍କୁ ପ୍ରତିଭା ସମ୍ମାନ – ନିଜ ଗିତରେ ଦର୍ଶକଙ୍କୁ କଲେ ବିଭୋର

ଅନୁଗୁଳ - ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା , ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଯାପିତ୍ ହୋଇଯାଇଛି। ସୋମବାର…

Continue Reading ଟି ସୌରି ଙ୍କୁ ପ୍ରତିଭା ସମ୍ମାନ – ନିଜ ଗିତରେ ଦର୍ଶକଙ୍କୁ କଲେ ବିଭୋର

ଲକ୍ଷ୍ମୀ ପୂଜାରେ ୧୮ ପ୍ଲାଟୁନ୍‌ ଫୋର୍ସ ସଜାଗ ରହିବେ

ଅନୁଗୁଳ - ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ସହର ସଜେଇ ହେଲାଣି । ଚଳିତ ବର୍ଷ ସହରର ୩୬ ଟି ମଣ୍ଡପରେ ପୁଜା ପାଇବେ ମା ଧନଦାତ୍ରୀ । ଏଥିପାଇଁ ସବୁ ପୁଜା ମଣ୍ଡପର କର୍ମକର୍ତ୍ତା ମାନେ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି…

Continue Reading ଲକ୍ଷ୍ମୀ ପୂଜାରେ ୧୮ ପ୍ଲାଟୁନ୍‌ ଫୋର୍ସ ସଜାଗ ରହିବେ

ଜମୁଛି ଡାଇମଣ୍ଡ ସର୍କସ – ଲାଗୁଛି ଭିଡ

ଫାୟାର ଶୋ , ରିଙ୍ଗ ଡ୍ୟାନ୍ସ ସହ ଭୟଙ୍କର ମୋଟରସାଇକେଲ ଶୋ ଦର୍ଶକଙ୍କ ମନ ମୋହୁଛି ଅନୁଗୁଳ - ଦୀର୍ଘ ବ୍ୟବଧାନ ପରେ ପୁଣିଥରେ ଅନୁଗୁଳ ସହରରେ ଡାଇମଣ୍ଡ ସର୍କସ ନିଜର ପ୍ରଦର୍ଶନୀ କରିବ । ବିଭିନ୍ନ ସୋ ପ୍ରଦର୍ଶନ ସହ…

Continue Reading ଜମୁଛି ଡାଇମଣ୍ଡ ସର୍କସ – ଲାଗୁଛି ଭିଡ

ମହାସମାରୋହରେ ମା କାଲୁଣୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଜରଡା ଗ୍ରାମର ମା’କାଲୁଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ବହୁ ଜନସମାଗମରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଜରଡା ଗ୍ରାମର ମା କାଲୁଣୀ…

Continue Reading ମହାସମାରୋହରେ ମା କାଲୁଣୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ

ଅନୁଗୁଳ ସଭାଘର ଠାରେ ହେବ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ

ଅନୁଗୁଳ - ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ, ଅନୁଗୁଳର ମିଳିତ ସହଯୋଗ ଓ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ କଳାକାର ଅନୁଗୁଳର ସହଯୋଗରେ  ସଭାଘର…

Continue Reading ଅନୁଗୁଳ ସଭାଘର ଠାରେ ହେବ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ

ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା

ଅନୁଗୋଳ - ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି ସକାଳେ କଳସ ଯାତ୍ରା ପରେ ଦେବୀଙ୍କ ଜୀବନ୍ୟାସ , ପ୍ରାଣ ପ୍ରତିଷ୍ଠା ,…

Continue Reading ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା

କପିଳ ଶର୍ମାଙ୍କୁ ଭେଟି ଉପହାର ଦେଲେ ଅନୁଗୋଳର କଳାକାର କୁବେର

ଅନୁଗୋଳ - ବିଖ୍ୟାତ ହାସ୍ୟ ଅଭିନେତା କପିଳ ଶର୍ମାଙ୍କୁ ଭେଟିଛନ୍ତି ଅନୁଗୋଳ ଜିଲ୍ଲାର କଳାକାର କୁବେର ବାରିକ । କେବଳ ଭେଟି ନାହାନ୍ତି ତାଙ୍କୁ ଏହି ଭେଟ ବେଳେ କପିଳ ଶର୍ମାଙ୍କ ସହ ପରିବାରର ଏକ ତୈଳଚିତ୍ର ଉପହାର ଦେଇଛନ୍ତି ।…

Continue Reading କପିଳ ଶର୍ମାଙ୍କୁ ଭେଟି ଉପହାର ଦେଲେ ଅନୁଗୋଳର କଳାକାର କୁବେର

ଅନୁଗୁଳ ମହୋତ୍ସବ ପ୍ରଥମ ସନ୍ଧ୍ୟା – ମତୁଆଲା କଲେ ବଣ୍ଟି ଏବଂ ବେନି ଦୟାଲ

ଅନୁଗୋଳ - ଆଜି ଠାରୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଏଥର ମହୋତ୍ସବକୁ ଅଧିକ ରଙ୍ଗିନ କରାଯାଉଥିଲାବେଳେ ଏହାର ମଜା ନେବା ପାଇଁ ଭରପୁର ଭିଡ଼ ଜମିଥିଲା । ଅନୁଗୋଳ ଷ୍ଟାଡିୟମ୍‌ରେ…

Continue Reading ଅନୁଗୁଳ ମହୋତ୍ସବ ପ୍ରଥମ ସନ୍ଧ୍ୟା – ମତୁଆଲା କଲେ ବଣ୍ଟି ଏବଂ ବେନି ଦୟାଲ

ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା

ଅନୁଗୁଳ - ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ସଜବାଜ ହେଲାଣି । ଆଉ ମାତ୍ର ୮ ଦିନ ପରେ ନାଚଗୀତ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ ଅନୁଗୁଳ ସହର । ତେବେ ଏହି ମହୋତ୍ସବ ପାଇଁ ମଙ୍ଗଳବାର ଜିଲା…

Continue Reading ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା

ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା

ଅନୁଗୁଳ - ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା ହାସଲ କରିବା ସହିତ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଡିଜାଇନ୍ ଶୋ’ରେ…

Continue Reading ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା

ସବୁଠି ପଥ ଉତ୍ସବ – ସବୁଠି ରାସ୍ତାରେ ମଉଜ

ଅନୁଗୁଳ - ଅନୁଗୁଳ ଜିଲ୍ଲା ତାର ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ପାଳୁଛି । ଏଥିପାଇଁ ଜିଲା ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସର ରେ ଆଜି ଜିଲାର ସମସ୍ତ ଉପଖଣ୍ଡରେ ରାହଗିରି ବା ପଥଉତ୍ସଵ…

Continue Reading ସବୁଠି ପଥ ଉତ୍ସବ – ସବୁଠି ରାସ୍ତାରେ ମଉଜ