ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମୃତ Angul OnlineMay 28, 2024May 28, 2024 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବତିସୁଆଁ ଛକ ନିକଟ ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଟ୍ରକ , କାରକୁ ଧକ୍କା ଦେବା ଫଳ ରେ ଘଟଣIସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଖମାର ଅଞ୍ଚଳର ପ୍ରସନ୍ନ ପ୍ରଧାନ । ସେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବା ଜଣା ପଡିଛି । ନିଜ କାର୍ଯ୍ୟାସ୍ଥଳରୁ ଘରକୁ ଫେରିବା ବେଳେ ଦୃଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ପାଲଲହଡା ପୂଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ ଟି ମଧ୍ୟ ଓଲଟି ପଡିଛି । Advertisement
ମୃତ୍ୟୁ ସହ ଲଢ଼ୁଥିଲେ ଛାତ୍ର, ଭିଡିଓ କରୁଥିଲେ ଦେଖଣାହାରୀ ! ହାରିଗଲା ମାନବିକତା ଅନୁଗୋଳ – ମରିଗଲା ମାନବିକତା !ସଡ଼କ ଦୁର୍ଘଟଣାରେ ଛାତ୍ର ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ, ତାଙ୍କୁ ତୁରନ୍ତ ସହାୟତା କରିବା ବଦଳରେ ଲୋକେ ମୋବାଇଲରେ…
ପୁଲିସର ଦବଙ୍ଗଗିରି – ହେଲମେଟ ନାହିଁ ବୋଲି ରାସ୍ତା ଉପରେ ବସଉଠ ଅନୁଗୁଳ – ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ । ପୁଲିସ ବାବୁ ମାଡ଼ ଭୟ ଦେଖାଇ ବିଚ ରାସ୍ତାରେ ଜଣେ ଯୁବକକୁ ବସଉଠ…
ଓକିଲ ସଂଘ କର୍ମକର୍ତ୍ତା ନୀର୍ବାଚିତ ଅନୁଗୁଳ – ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଗୁଳ ଓକିଲ…