ଦିଲ୍ଲୀପ ପାଣି ତାଳଚେର ଟ୍ରକ ମାଲିକ ସଂଘ ସଭାପତି – ପ୍ରକାଶ ସାଧାରଣ ସମ୍ପାଦକ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ ସରିଛି । ଗତକାଲି ନିର୍ବାଚନ ପରେ ରବିବାର ଏହାର ଗଣତି ଥିଲା । ଗଣତି ପରେ ଦିଲ୍ଲୀପ କୁମାର ପାଣି ପୁଣି ଥରେ ବାଜି ମାରି ନେଇଛନ୍ତି । ସେ ଚଳିତ ବର୍ଷ ପୁଣି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ସେହିଭଳି , ପ୍ରକାଶ ଚନ୍ଦ୍ର ମହାରଣା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ନିରଞ୍ଜନ ପ୍ରଧାନ ୱାର୍କିଂ ପ୍ରେସିଡେଣ୍ଟ , ଶ୍ରୀହରି ସେଠି , ଅମୂଲ୍ୟ ରତନ ଭୁତିଆ ଓ ଅର୍ଜୁନ ସାହୁ ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ମଦନ ମୋହନ ମହାପାତ୍ର ଟ୍ରେଜରର ଓ ସରୋଜ କୁମାର ସାହୁ ଅଡିଟର ଭାବେ ନିର୍ବାଚିତ ହୋଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page