ଅପରାଧ କଙ୍କାଳ ଉଦ୍ଧାର – ହତ୍ୟା ସନ୍ଦେହ Angul OnlineSeptember 11, 2021September 11, 2021 ଅନୁଗୁଳ – ଅନୁଗୁଳ ଥାନା ଗୋପୀନାଥପୁର ନିକଟରୁ ଆଜି ଏକ କଙ୍କାଳ ଉଦ୍ଧାର କରା ଯାଇଛି । ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ପାଖ ଜଙ୍ଗଲରୁ ଦୁର୍ଗନ୍ଧ ଆସୁଥିବା ଜାଣି ଗାଁ ଲୋକେ ଖୋଜାଖୋଜି କରିବା ପରେ ଏକ ପଚା ଶଢା ମଣିଷ ଶରୀର ଦେଖିବାକୁ ପାଇଥିଲେ । ଶରୀର ଟି ସମ୍ପୂର୍ଣ୍ଣ ପଚି ଯାଇଥିବା ବେଳେ କେବଳ କଙ୍କାଳ ପଡି ରହିଥିବା ଦେଖିବା ପରେ ପୁଲିସକୁ ସୂଚନା ଦିଆ ଯାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ସ୍ଥାନୀୟ ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ଏହି ମରୁତ ବ୍ୟକ୍ତି ଜଣଙ୍କ କିଏ ଓ ତାଙ୍କର ମୃତ୍ୟୁ କିଭଳି ହେଲା ତାହା ଜଣା ପଡି ନାହିଁ । Advertisement
ବ୍ରାଉନସୁଗାର ଜବତ – ମହିଳାଙ୍କ ସମେତ ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଦୁଇ ଧଳା ଜହର ବେପାରୀ । ତାଙ୍କ ନିକଟରୁ ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା…
ପୁଲିସ କବଜାରେ ୬ ଡକାୟତ ଅନୁଗୁଳ -(AO)- ଅନଗୁଳ ଜିଲ୍ଲା ତାଳଚେର ଥାନା ପୁଲିସ ହାବୁଡରେ ୬ ଡକାୟତ ଧରା ପଡିଛନ୍ତି । ତାଳଚେର , କଣ୍ଢାଳ ଛକ ତାରିଣୀ ମନ୍ଦିର ପଛ…
୬ ଲକ୍ଷରୁ ଅଧିକ ଟଙ୍କା ସହ ୩୦.୨୫ ଗ୍ରାମ ବ୍ରାଉନ୍ ସୁଗାର ଜବତ ଅନୁଗୋଳ – ଅନୁଗୋଳରେ ଜାରି ରହିଛି ଅପରେସନ୍ ପ୍ରହାର । ଛେଣ୍ଡିପଦାରେ ଧଳାଜହର କାରବାର ବିରୋଧରେ ପୋଲିସର ବଡ଼ ଚଢ଼ାଉ। ଚଢ଼ାଉ ବେଳେ ୩୦.୨୫ ଗ୍ରାମ ବ୍ରାଉନ୍…