ମୁଖ୍ୟ ଖବର କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ Angul OnlineJanuary 16, 2022January 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ ଅନୁଗୁଳ କୋର୍ଟରୁ ୧୨ ଜଣ ସଂକ୍ରମିତ ହୋଇଥିବା ଓକିଲ ସଂଘ ସଭାପତି ଦିଲୀପ ସାହୁ ପ୍ରକାଶ କରିଛନ୍ତି । ଏହି କାରଣରୁ ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଜାନୁୟାରୀ ୧୭ ତାରିଖରୁ ୩୧ ତାରିଖ ସକାଳ ୫ ଟା ଯାଏ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷିତ କରାଯାଇଛି । ଏ ନେଇ ଉପଜିଲ୍ଲାପାଳ ବାସୁଦେବ ଶତପଥି ଜିଲ୍ଲା ଜଜଙ୍କୁ ଚିଠି ଲେଖି ଜଣାଇଛନ୍ତି । Advertisement
୨୨ କି.ମି.ର ଦୁଃଖ – ସରିବ କେବେ !! ଅନୁଗୁଳ – ଅନୁଗୁଳ ଜିଲ୍ଲାବାସୀ ତଥା ଅନୁଗୁଳକୁ କିମ୍ବା ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ଏବେ ବେଶ କଷ୍ଟ ଦେଉଛି…
ପୁଣି ହାତୀ ନେଲା ଆଉ ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ…
ଦୁଇ ଅପହରଣକାରୀ ଗିରଫ – ନାବାଳକ ଉଦ୍ଧାର ତାଳଚେର – ନାବାଳକକୁ ଅପହରଣ କରି ନେବା ବେଳେ ଅପହରଣକାରୀଙ୍କୁ କାବୁ କରି ନେଲା ତାଳଚେର ପୁଲିସ । ସେମାନଙ୍କ କବଳରୁ ନାବଳକକୁ ଉଦ୍ଧାର କରା ଯାଇଛି…