ବାଣିଜ୍ୟ ଲକ୍ଷ୍ମି ହୋଣ୍ଡାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ Angul OnlineSeptember 6, 2022September 6, 2022 ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମି ହୋଣ୍ଡା ଠାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ହୋଇଯାଇଛି । ଏହି ସମାରୋହେରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ମାନେ ଯୋଗଦାନ କରିଥିଲେ । ଯେଉଁ ଥିରେ ହୋଣ୍ଡା ୟୁନିକର୍ଣ୍ଣ ଗ୍ରାହକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଗ୍ରାହକ ମାନେ ଦୀର୍ଘ ଦିନ ଅପେକ୍ଷା କରି ସେମାନଙ୍କର ପ୍ରିୟ ହୋଣ୍ଡା ୟୁନିକର୍ଣ୍ଣ ଗାଡି ନେଇଥିବାରୁ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜଣା ଯାଇଥିଲା । ଉପସ୍ଥିତ ସମସ୍ତ ଗ୍ରାହକ ମାନଙ୍କୁ ଗାଡିର ରକ୍ଷଣା ବେକ୍ଷଣ ଏବଂ ସବୁ ପ୍ରକାର ସୁବିଧା ବିଷୟରେ ଅବଗତ କରାଯାଇଥିଲା । ଵର୍ତମାନ ହୋଣ୍ଡା ୟୁନିକର୍ଣ୍ଣ ପାଇଁ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସ ର ବ୍ୟବସ୍ଥା କରାଯାଇଅଛି । ଯେଉଁଥିରେ ଗ୍ରାହକ ମାନେ ଅଳ୍ପ ଡାଉନ ପେମେଣ୍ଟ ଏବଂ ଅଳ୍ପ ସୁଧରେ ସହଜ ଋଣ ଆଧାରରେ ଗାଡି ନେଇ ପାରିବେ । ଶେଷରେ ଲଷ୍ମୀ ହୋଣ୍ଡା ର ସମସ୍ତ କର୍ମଚାରୀ] ଉପସ୍ଥିତ ଗ୍ରାହକ ମାନଙ୍କୁ ଧନ୍ୟଵାଦ ଜଣାଇଥିଲେ । Advertisement
ଅନୁଗୁଳ ବଜାରରେ ହୋଣ୍ଡା ସିବି-୨୦୦ଏକ୍ସର ବାଇକ ଅନୁଗୁଳ – ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡା ପକ୍ଷରୁ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର…
ନକଲି ତେଲ ପରେ ନକଲି ଅଟା ଓ ହଳଦୀ ଜବତ – ଜଣେ ଗିରଫ ଅନୁଗୁଳ – ଗତ ୨ ଦିନ ତଳେ ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଉପରେ ପୋଲିସ ଚଢାଉ କରି…
ସବୁଠୁ ବଡ ଏବଂ ବୋଲ୍ଡ଼େଷ୍ଟ ପଲସର ଏବେ ଅନୁଗୁଳ ବଜାରରେ ଅନୁଗୁଳ – ୨୦୦୧ ଠାରୁ ଆରମ୍ଭ ହୋଇଥିବା ବଜାଜ ପଲସର ମୋଟରସାଇକେଲ ସବୁବେଳେ ସବୁ କ୍ଷେତ୍ରରେ ଆଗରେ ରହିଆସିଛି । କାର୍ଯ୍ୟଦକ୍ଷତା, ଷ୍ଟାଇଲ , ବୈଶିଷ୍ଟ ,…