ବାଣିଜ୍ୟ ଲକ୍ଷ୍ମୀ ହୋଣ୍ଡାର ପୂଜା ଅଫର Angul OnlineSeptember 26, 2022September 26, 2022 ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ପବିତ୍ର ପୂଜା ଅବସରରେ scratch & win ର ଶୁଭାରମ୍ଭ ଉପସ୍ଥିତ ଗ୍ରାହକ ମାନଙ୍କ ଦ୍ବାରା ହୋଇଯାଇଛି । ଏହି scratch & win ଅଫରରେ ଗ୍ରାହକ ମାନେ ହୋଣ୍ଡାର ଯେ କୌଣସି ଦୁଇ ଚକିଆ ଗାଡ଼ି କିଣିଲେ ସେଥିରେ ନିଶ୍ଚିତ ଉପହାର ପାଇପାରିବେ । ଉପହାର ଯେପରି Thailand trip , LED TV , SMART WATCH , ear pods , Bag pack , dinner set , fry pan , silver coin ଇତ୍ୟାଦୀ ଏବଂ ଏହା ସହିତ ଗ୍ରାହକ ମାନେ ମାତ୍ର ୧୧୦୦ ଟଙ୍କା ଡାଉନ ପେମଣ୍ଟ ଦେଇ ଯେକୌଣସୀ ଗାଡ଼ି ନେଇ ପାରିବେ । ଗ୍ରାହକ ମାନେ ନିଜର ପୁରୁଣା ଗାଡ଼ି ବଦଳାଇ ନୂତନ ହୋଣ୍ଡା ଗାଡ଼ି କ୍ୟାସ କିମ୍ବା ଫାଇନାନ୍ସ ମାଧ୍ୟମରେ ନେଇପାରିବ | ଏବଂ ପୁରୁଣା ଗାଡ଼ି ଏକ୍ସ ଚେଞ୍ଜ କଲେ ୨୦୦୦ ଟଙ୍କାର ଏକ୍ସ ଚେଞ୍ଜ ବୋନସର ସୁବିଧା ମଧ୍ୟ କରାଯାଇଛି । ଏହି ଅବସରରେ ଲକ୍ଷ୍ମୀ ହୋଣ୍ଡା ଗାଡି଼ର ସତ୍ଵାଧ୍ୟାକାରୀ ଶ୍ରୀ ବିକ୍ରମ ଅଗ୍ରୱାଲ ପୂଜାର ଅଭିନନ୍ଦନ ଜଣାଇ ଥିଲେ ଏବଂ ଏହି ଅଫର ର ଭରପୁର ଲାଭ ଉଠାଇବା ପାଇଁ ଅନୁରୋଧ କରିଥିଲେ । ବର୍ତମାନ ଲକ୍ଷ୍ମୀ ହୋଣ୍ଡାରେ ସବୁ ପ୍ରକାରର ମଡେଲ ଏବଂ କଲର ର ଗାଡ଼ି ମହଜୁଦ ଅଛି । ତେଣୁ ପୂଜା ପୂର୍ବରୁ ଯଦି ଗ୍ରାହକ ମାନେ ଗାଡ଼ି ବୁକିଂ କରନ୍ତି ତାହାହେଲେ ପୂଜା ସମୟରେ ଗ୍ରାହକ ମାନେ ସେମାନଙ୍କ ଗାଡ଼ି ଠିକ ସମୟରେ ପାଇପାରିବେ ବୋଲି କହିଥିଲେ । Advertisement
ବାଜାଜର ସିଏନଜି ଚାଳିତ ମୋଟରସାଇକେଲର ବଜାର ପ୍ରବେଶ ଅନୁଗୁଳ – ବଜାଜ ଅଟୋ ପକ୍ଷରୁ ପ୍ରଥମ ସିଏନଜି ଚାଳିତ ମୋଟରସାଇକେଲ ଫ୍ରିଡମ୍ ୧୨୫ ଅନୁଗୁଳରେ ବଜାର ପ୍ରବେଶ କରିଚ୍ଚି । ସହରର ଯମୁନା ବଜାଜ ଶୋରୁମ…
ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ଇସ୍ପାତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସମ୍ପୂର୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର…