ଅପରାଧମୁଖ୍ୟ ଖବର ପରିତ୍ୟକ୍ତ କୂଅରୁ ନବଜାତକର ମୃତଦେହ ଉଦ୍ଧାର Angul OnlineJanuary 27, 2021January 27, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପୁରୁଣାପାଣି ଗାଁର ଏକ ପରିତିକ୍ତ କୂଅରୁ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର କରା ଯାଇଛି । ସ୍କୁଲ ପଛ ପାଖରେ ଥିବା ବିଲ ମଝିରେ ଥିବା ଏକ କୁଆଡ଼େ ଶିଶୁର ମୃତଦେହ ଭାସୁଥିବା କିଛି ଛୋଟ ପିଲା ଦେଖିବାକୁ ପାଇଥିଲେ । ଗାଁ ଲୋକ ଏହା ଜାଣିବା ପରେ ପାଲଲହଡା ଥାନାକୁ ସୂଚନା ଦେଇଥିଲେ । ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଶିଶୁକୁ କୂଅରୁ ଉଦ୍ଧାର କରି ତଦନ୍ତ କରୁଛି । Advertisement
ଚୋରି କରିବାକୁ ପଶୁଥିଲେ ବୋଲି ଗୁଳି କରି ଦୁଇଜଣଙ୍କୁ ମାରିଦେଲେ ଅନୁଗୁଳ – ତାଳଚେର ଲିଙ୍ଗରାଯୋଡ଼ି ଦୁଇ ମୃତଦେହ ଉଦ୍ଧାର ଘଟଣା । ଘଟଣାର ଭିନ୍ନ ମୋଡ଼ ନେବା ସହ ଘଟଣାର ପର୍ଦାଫାଶ କରିଛି ପୁଲିସ । ଚୋରି…
୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ଅନୁଗୋଳ – ବାହାଘର କାର୍ଡ ବାଣ୍ଟିବା ନାମରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଲେ ଗଞ୍ଜେଇ ମାଫିଆ । ସୂଚନା ଅନୁସାରେ ବୌଦ୍ଧ…
ବୃଦ୍ଧା ମା’ଙ୍କୁ ମାଡ ମାରି ଗିରଫ ହେଲେ ଅବସରପ୍ରାପ୍ତ ଶିକ୍ଷକ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁରେ ବୃଦ୍ଧା ମାଙ୍କୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ…