ମୁଖ୍ୟ ଖବର ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ Angul OnlineFebruary 14, 2024February 14, 2024 ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ବାଗଡିଆ ଥାନାରେ ଅଭିଯୋଗ କରି ଆସିଥିବା ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ଼ମାରିଥିବା ନେଇ ପିପଳବାହଳ ଗ୍ରାମର ଦମ୍ପତି ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ପିପଳବାହଳ ଗ୍ରାମରେ ଜମି ଭଗବାଣ୍ଟା କେନ୍ଦ୍ରକରି ପୁତୁରାଙ୍କ ନାମରେ ବାଗଡିଆ ଥାନାରେ ଅଭିଯୋଗ କରିବାକୁ ଦମ୍ପତି ଆସିଥିଲେ । ଏନେଇ ଉଭୟ ଗୋଷ୍ଠୀଙ୍କୁ ବୁଧବାର ପୂର୍ବାହ୍ନରେ ଥାନାରେ ହାଜର ହେବା ପାଇଁ ଥାନା ପକ୍ଷରୁ ଫୋନ ଯାଇଥିଲା । କିନ୍ତୁ ଅଭିଯୋଗକାରୀ ଥାନାକୁ ଆସିବା ପାଇଁ ଗାଡ଼ି ନପାଇବାରୁ ସନ୍ଧ୍ୟାରେ ଥାନାରେ ହଜାର ହୋଇଥିଲେ । ଏହି ସମୟରେ ମହିଳା ଥାନା ଏସ୍ଆଇ କାହିଁକି ବିଲମ୍ୱରେ ପହଞ୍ଚିଲ କହି ଗାଳି କରିବା ସହ ଚାପୁଡ଼ା ପକାଇଥିଲେ ବୋଲି ଅଭିଯୋଗ ହୋଇଛି । ବୁଧୁଙ୍କୁ ମାଡ଼ ମାରୁଥିବାବେଳେ ତାଙ୍କ ସ୍ତ୍ରୀ ଦେବକୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଚାପୁଡ଼ା ମାରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ଦମ୍ପତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l . Advertisement
କାହିଁକି ଗାଳି କଲେ ବିଧାୟକ ବ୍ରଜ କିଶୋର ? ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଘୁରି ବୁଲୁଛି । ଯେଉଁଥିରେ ବିଧାୟକ ଏକ କମ୍ପାନୀର ଲୋକଙ୍କୁ…
ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳରେ ପୁଣି ମାତିଲେ ସାଇବର ଠକ । କେୱାଇସି ଅପଡେଟ୍ କରିବା ବାହାନରେ ଶିମିଳିପଡ଼ାର ଜୈନିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଲୁଟ କରି…
ଦୁର୍ନୀତି ଅଭିଯୋଗ କରି ତଳେ ବସି ଧାରଣା ଦେଲେ ଓକିଲ ତାଳଚେର – ତହସିଲ ଅଫିସ ତଳେ ବସି ଓକିଲଙ୍କ ଧାରଣା । ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅଫିସରେ ବ୍ୟାପକ ଦୁର୍ନୀତି ହେଉଛି । ତହସିଲ ଅଫିସରେ…