ବାଣିଜ୍ୟ ସାଇନ ୧୦୦ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା Angul OnlineMarch 23, 2024March 23, 2024 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ ୧୦୦ (Shine 100) ର ଗ୍ରାହକ ସମାବେଶ ହୋଇଯାଇଛି । ଏହି ଗ୍ରାହକ ସମାବେଶରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ Shine 100 କିଣିଥିବା ଗ୍ରାହକ ମାନେ ଯୋଗଦେଇଥିଲେ । ଏଥିରେ ଯୋଗଦେଇଥିବା ସମସ୍ତ ଗ୍ରାହକ ମାନଙ୍କର ମାଗଣା 5 point check up କରାଯାଇଥିଲା । ମାଗଣା Teflon coating ମଧ୍ୟ କରାଯାଇଥିଲା । ଏଥିରେ ଉପସ୍ଥିତ ଗ୍ରାହକ ମାନେ Shine 100 ର ଅନୁଭୂତି ବର୍ଣ୍ଣନା କରିଥିଲେ । ଖୁବ୍ କମ୍ ସମୟରେ Shine 100 ଲୋକମାନଙ୍କ ପ୍ରିୟ ହୋଇଥିବା କଥା କହିଥିଲେ ଗ୍ରାହକ । କାରଣ Shine 100 ସ୍ୱଳ୍ପ ମୂଲ୍ୟ ମାତ୍ର ୬୬,୯୦୦ ଟଙ୍କାରୁ ଆରମ୍ଭ , Shine ର ଭରସା ସହିତ 100 CC ର ଉନ୍ନତ engine ଯାହା ବଢିଆ pick-up ସହିତ ଉନ୍ନତ ମାଇଲେଜ୍ ଦେଇଥାଏ । ତା ସହିତ DC Head lamp,Combi break system, long seat,side stand cut-off,ସୁନ୍ଦର alloy wheels ତା ସହିତ ଆକର୍ଷଣୀୟ ରଙ୍ଗ ରୁପରେ ଉପଲବ୍ଧ । ଏହି ସମାବେଶରେ ଭାଗ ନେଇଥିବା ସମସ୍ତ ଗ୍ରାହଙ୍କ ମାଇଲେଜ୍ ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ ସମସ୍ତ ଗ୍ରାହକ ମାନଙ୍କୁ Shine 100 90 k.m. ରୁ ଅଧିକ ମାଇଲେଜ୍ ପ୍ରଦାନ କରିଥିଲେ । ସେଥିମଧ୍ୟରୁ ଅନୁଗୁଳ କୁମଣ୍ଡ ପ୍ରଗତିନଗର ର ନିବାସୀ ଶ୍ରୀଯୁକ୍ତ ସତ୍ୟ ସୁନ୍ଦର ଦାସଙ୍କ Shine 95 k.m. ମାଇଲେଜ୍ ପ୍ରଦାନ କରିଥିଲା ଏବଂ ପୁରୁଣାଗଡ଼ ନିବାସୀ ଶ୍ରୀକାନ୍ତ ବେହେରା ଙ୍କ 98 k.m. ମାଇଲେଜ୍ ଦେଇଥିଲେ । ଶେଷରେ ଲକ୍ଷ୍ମୀ ହୋଣ୍ଡା (Laxmi Honda) ତରଫରୁ ସମସ୍ତ କର୍ମଚାରୀ ଉପସ୍ଥିତ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରା ଯାଇଥିଲା । Shine 100 ପାଇଁ ସ୍ୱତନ୍ତ୍ର exchange ଏବଂ finance ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଅବସରରେ ଲକ୍ଷ୍ମୀ ହୋଣ୍ଡାର ସ୍ୱତାଧିକାରୀ ଶ୍ରୀ ବିକ୍ରମ ଅଗ୍ରୱାଲ ଗ୍ରାହକ ମାନଙ୍କୁ ଏହିପରି ଉନ୍ନତ ମାନର ଗାଡି ସହିତ ଉତ୍ତମ ସେବା ପ୍ରଦାନ କରିବା ଆମର ପ୍ରଥମ ଲକ୍ଷ୍ଯ ବୋଲି କହିଥିଲେ । Advertisement
ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ “ଟମ୍ବଲ ଡ୍ରାଏ” ଉଦଘାଟିତ ଅନୁଗୁଳ – ଅନୁଗୁଳ ସହର ଗାନ୍ଧୀମାର୍ଗରେ ସୋମବାର ଏକ ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଟମ୍ବଲ ଡ୍ରାଏ ନାମକ ଏହି…
ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ ଅନୁଗୁଳ – ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ…
ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ବଜାର ପ୍ରବେଶ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟରର ଅଧିକୃତ ବିକ୍ରେତା laxmi Honda ରେ Honda ବହୁ ପ୍ରତିକ୍ଷିତ Honda Dio sports edition ର ବଜାର…