ରୋଷେଇ ବେଳେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ – ମା,ପୁଅ ଗୁରୁତର

ଅନୁଗୁଳ – ଗ୍ୟାସରେ ରୋଷେଇ କରୁଥିବା ବେଳେ ପାଇପ୍ ଫାଟି ଯିବାରୁ ମା, ପୁଅ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ…

ଲାଞ୍ଚୁଆ ଆର୍.ଆଇ.ଙ୍କୁ କାରାଦଣ୍ଡାଦେଶ

ଅନୁଗୁଳ – ଗତ ୧୫/୦୩/୨୦୧୩ ମସିହାରେ ଲାଞ୍ଚ ନେବା ଅଭିଯୋଗରେ ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ସ୍ପେସିଆଲ ଜଜ…

ନାବାଳିକା ଭାଣିଜୀ ଅସଦାଚରଣ ଅଭିଯୋଗରେ ମାମୁଁ କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ – ଜଣେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୁକ୍ତ ମାମୁଁକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ୨୫ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି…

ମର୍ମନ୍ତୁଦ ଦୁର୍ଘଟଣା: ପରିବାରର ୨ମୃତ, ୨ ଗୁରୁତର

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ- ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଗତିପୁରୁଣାପାଣି ନିକଟରେ ଶନିବାର ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।…

କୋଇଲା ପରିବହନ ପାଇଁ ଦୁଇ କମ୍ପାନୀର ବିବାଦ ଭିତରେ ପୁଲିସକୁ ମାଡ଼

ଛେଣ୍ଡିପଦା – ଅନୁବୁଳ ଜିଲ୍ଲା ଜରପଡା ଥାନା ପୁଲିସକୁ ନିର୍ଧୁମ ମାଡ । ମାଡ଼ରେ ଜରପଡା ଥାନାର ଜଣେ କନେଷ୍ଟବଲଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟ…

ଛେଳି ପାଇଁ କୁମ୍ଭୀର ସହ ସଂଘର୍ଷ , ହାତ ହରାଇଲେ ଯୁବକ

ଅନୁଗୁଳ – କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ହାତ ହରାଇଲେ ଯୁବକ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝାମ୍ପୁଲି ଗାଁରେ ଘଟିଛି…

ବୋମା ଧରି ଭାଇକୁ ଆକ୍ରମଣ ବେଳେ ନିଜ ହାତରେ ଫୁଟିଗଲା – ପୁଅ ମୃତ, ବାପା ଗୁରୁତର

କଣିହାଁ – ଭାଇ-ଭାଇ ଭିତରେ କଳହ ବେଳେ ବୋମା ଧରି ଗୋଡ଼ାଉ ଥିଲେ । ଏତିକି ବେଳେ ନିଜ ହାତରେ ଫୁଟିଗଲା ବୋମା । ଯାହା ଫଳରେ…

ଜଗନ୍ନାଥ କୋଇଲା ଖଣିରେ ଘୋଟଲା ଅଭିଯୋଗ ଆଣିଲେ ବିଧାୟକ ବ୍ରଜ କିଶୋର

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣିରେ ବେଆଇନ କୋଇଲା ଷ୍ଟକ ସହ କୋଇଲାକୁ ମାଟି ଓ ପଥର ଦର୍ଶାଇ ଲୁଟି ଚାଲିଛନ୍ତି ହଜାର…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣୀ ସୁବ୍ରତ କୋଟି କୋଟି ଟଙ୍କା କରିଛନ୍ତି ହେରଫେର !!

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣୀଙ୍କ ଗୁମର ଖୋଲୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଟାଣି ସୁବ୍ରତ ବେହେରା ଦରମା ଆଳରେ କୋଟି କୋଟି…

ପାରିବାରିକ କଳହର କରୁଣ ପରିଣତି , ଝୁଲି ପଡିଲେ ଦମ୍ପତ୍ତି । ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର

ଅନୁଗୁଳ – ପାରିବାରିକ କଳହରୁ ଗୋଟିଏ ଘରେ ଝୁଲି ପଡିଲେ ଦମ୍ପତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ…

ଚିକିତ୍ସାଳୟରୁ ଜବରଦସ୍ତି ନେଇଗଲେ ମୃତଦେହ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜବରଦସ୍ତି ନେଇଗଲେ ମୃତଦେହ । ହିଙ୍ଗୁଳା ଖଣି ନିକଟରେ ଟ୍ରକ ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର

ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପୁଲିସ ଟ୍ରେନିଂ କଲେଜ ସମ୍ମୁଖରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ଅନୁଗୁଳରେ ଏବେ ନାହିଁ ବାଘ ଭୟ – ଢେଙ୍କାନାଳରେ ମିଳିଛି ପାଦ ଚିହ୍ନ

ଅନୁଗୁଳ – ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ମହାବଳ ବାଘର ପାଦ ଚିହ୍ନ ମିଳିଥିଲା । ଯାହାକୁ ନେଇ ଅଞ୍ଚଳରେ ଏକ…

ବାଗଡିଆରେ ଗୋଷ୍ଠୀ ସଂଘର୍ଷ, ୬ ଜଣଙ୍କୁ ଗିରଫ କଲା ପୁଲିସ

ଛେଣ୍ଡିପଦା – ଅନଗୁଳ ଜିଲ୍ଲା ବାଗଡିଆ ଥାନା ବାଗଡିଆ ଗାଁରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ…

ବାଘ ଠିକଣା ପାଉନି ବନ ବିଭାଗ – ଭାଇରାଲ ହେଉଛି ମିଛ ଭିଡିଓ

ଅନୁଗୁଳ – ଗତ ଦୁଇଦିନ ହେଲା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଏକ ମହାବଳ ବାଘର ପାଦ ଚିହ୍ନ ଠାବ କରାଯାଇଛି । ଯେଉଁଥିପାଇଁ ଅଞ୍ଚଳରେ ଏବେ…

You cannot copy content of this page