ଗଛରେ ପିଟି ହେଲା କାର – R. I. ମୃତ , ଦୁଇଟି ପରିବାରର ୬ ଗୁରୁତର

ଅନୁଗୁଳ – ବ୍ରହ୍ମପୁରରୁ ମା ତାରାତାରିଣୀ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି…

ମହନୀୟ ଦୃଷ୍ଟାନ୍ତ – ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନିର୍ବାହୀ ଅଧିକାରୀ

ମାନବିକତାର ମହନୀୟ ଦୃଷ୍ଟାନ୍ତ । ଉଚ୍ଚପଦସ୍ଥ ଅଧିକାରୀ ହୋଇ ବି ନାହିଁ ବାଛ ବିଚାର । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସର ପରେ ମାନପତ୍ର ସହ ଟ୍ରଫି…

ଦିଲ୍ଲୀପ ପାଣି ତାଳଚେର ଟ୍ରକ ମାଲିକ ସଂଘ ସଭାପତି – ପ୍ରକାଶ ସାଧାରଣ ସମ୍ପାଦକ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ ସରିଛି । ଗତକାଲି ନିର୍ବାଚନ ପରେ ରବିବାର ଏହାର ଗଣତି ଥିଲା । ଗଣତି…

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ – ଟପ୍ପର ହେଲେ ଅନୁଗୁଳର ପ୍ରିୟାଂଶୁ

ଅନୁଗୁଳ –  ଶୁକ୍ରବାର ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଅନୁଗୁଳ ତୁରଙ୍ଗର ପ୍ରିୟାଂଶୁ ପାଳ ଓଡିଶା ଟପ୍ପର ହୋଇଥିବା ଜଣାପଡିଛି ।…

ସହର ଉପକଣ୍ଠରୁ ବିଦେଶୀ ମଦ କାରଖାନା ଠାବ – ବିପୁଳ ମଦ ଜବତ

ଅନୁଗୁଳ – ଅନୁଗୁଳ ଥାନା ଶିକ୍ଷକପଡାରୁ ନକଲି ମଦ କାରଖାନା ଠାବ କରା ଯାଇଥିବା ବେଳେ ବିପୁଳ ପରିମାଣର ନକଲି ମଦ ଜବତ । ସୂଚନା ଅନୁସାରେ…

ଦେଢ଼ କୋଟି ଟଙ୍କାର ବାଣ ଜବତ – ୧୩ ଜଣ ଗିରଫ

ଅନୁଗୁଳ – ବେଆଇନ ବାଣ ଗଛିତ ରଖିଥିବା ବେପାରୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରି ପ୍ରାୟ…

ଦୁଇ ଛୁଆଙ୍କୁ ବିଷ ପିଆଇଦେଲା ବାପା

ଅନୁଗୁଳ – ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଲା ବାପା । ଗୁରୁତର ଅବସ୍ଥାରେ ଦୁଇ ନବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ…

ଝିଅକୁ ନ୍ୟାୟ ଦେବା ପାଇଁ ୧୦ କିମି ଚାଲିଚାଲି ଆସି ଏସ୍.ପି. ଅଫିସ ଘେରିଲେ ଶତାଧିକ ମହିଳା

ଅନୁଗୁଳ – ୫ମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ନାବାଳିକା ନିଖୋଜ ପରେ ନାଳ ଭିତରୁ ମିଳିଲା ମୃତଦେହ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…

୬୮ ଟି ସାଇଲେନ୍ସର ଉପରେ ରୋଲର ଚଢାଇଲା ଅନୁଗୁଳ ପୁଲିସ – ମୋଡ଼ିଫାଏଡ଼ କରିଥିଲେ ମୋଟରସାଇକେଲ

ଅନୁଗୁଳ – ଉତ୍କଟ ଶବ୍ଦ କରୁଥିବା ମୋଟରସାଇକେଲ ଚାଳକଙ୍କ ଉପରେ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଉତ୍କଟ ଶବ୍ଦ କଡୁଥିବା…

ଛାତ୍ରୀଙ୍କୁ ଅସଦାଚରଣ କଲେ ଶିକ୍ଷକ – ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଛେଣ୍ଡିପଦା – ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।…

ସାର ପାଇଁ ବର୍ଷାରେ ଭିଜିଲେ ଚାଷୀ – ଓଦା ହେଲା ଶହ ଶହ ଆଧାରକାର୍ଡ

ଛେଣ୍ଡିପଦା – ଅନଗୁଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖା ଦେଇଛି ୟୁରିଆ ସାର ସଙ୍କଟ । ବର୍ତ୍ତମାନ ସ୍ଥିତିରେ ଧାନ ଚାଷ ପାଇଁ ୟୁରିଆ ସାରର ବେଶ…

ଗାଁରେ ମଦ ମନା – ଶହ ଶହ ବିଦେଶୀ ମଦ ବୋତଲ ଭାଙ୍ଗିଲେ ମହିଳା

ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମର ଚୋରା ମଦ କାରବାରକୁ ବିରୋଧ କରି ମଦ ବୋତଲ ଭାଙ୍ଗି ଦେଇଛନ୍ତି ଗାଁର ବହୁ…

You cannot copy content of this page