ଆଞ୍ଚଳିକବାଣିଜ୍ୟ ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା Angul OnlineJanuary 3, 2021January 3, 2021 ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଗାରେ ପାଲମା 4/1 କୋଇଲା ଖଣି ପାଇଁ ସଫଳ ବିଡର ଘୋଷଣା କରାଯାଇଛି । ନିର୍ଧାରିତ ରିପ୍ରେଜେଣ୍ଟେଟିଭ ମୂଲ୍ୟ 25 ପ୍ରତିଶତରେ ଜିନ୍ଦଲ ପାୱାର ଲି ପାଲମା 4/1 କୋଇଲା ଖଣି ନିଲାମ ଜିତିଛି । ସଫଳ ବିଡର ବୋଲି ଘୋଷଣା କରିଥିବାରୁ କୋଇଲା ମନ୍ତ୍ରଣାଳୟକୁ ଏକ ପ୍ରେସ ବିବୃତ୍ତିରେ ଜେଏସପିଏଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି ଆର ଶର୍ମା କହିଛନ୍ତି ଧନ୍ୟବାଦ ଦେଇଛନ୍ତି । Advertisement
ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ – ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ…
ଅନୁଗୋଳରେ ବିକାଶ ପ୍ରକଳ୍ପକୁ ନୂଆ ଗତି – ତାଳଚେରରେ ୬୨ କୋଟିରୁ ଊର୍ଦ୍ଧ୍ୱତାଳଚେରରେ ୬୨ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅନୁଗୋଳ – ଅନୁଗୋଳ ଜିଲ୍ଲାର ସହରାଞ୍ଚଳ ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ତାଳଚେର ଓ ଅନୁଗୋଳ ପୌରାଞ୍ଚଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ…
ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ଅନୁଗୁଳ -(AO)- ଅନଗୁଳ ଗାନ୍ଧୀ ପାର୍କ ଠାରେ ଭାରତ ଛାଡ଼ ଆନ୍ଦୋଳନ ୭୯ ତମ ଦିବସ ପାଳିତ ହୋଇ ଯାଇଛି । ୧୯୪୨ ମସିହା ଆଜିର ଦିନରେ…