ମୁଖ୍ୟ ଖବର ନାଲକୋ ପ୍ଲାଣ୍ଟରେ ଅଗ୍ନିକାଣ୍ଡ Angul OnlineNovember 14, 2024November 14, 2024 ଅନୁଗୁଳ – ଅନୁଗୁଳ ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ରାତି ପ୍ରାୟ ୮.୧୦ସମୟ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନାଲକୋ ସିପିପି ଓ ସ୍ମେଲଟର ର ସମସ୍ତ ଦମକଳ ନିୟୋଜିତ କରା ଯାଇଥିଲା । ପ୍ରାୟ ୧ଘଣ୍ଟା ପରେ ନିଆଁ ଆୟତ ହୋଇଥିଲା । ବିଦ୍ୟୁତ ସରବରାହ ବିଛିନ୍ନ କରି ଘଟଣା ସ୍ଥଳ ସଂଲଗ୍ନ ଚାରି ପାଖ ଅଂଚଳକୁ ନିଷିଦ୍ଧ ଅଂଚଳ କରାଯାଇଛି ।ଘଟଣା ରେ ନାଲକୋ ଜିଜିଏମ ସଚିଦା ନନ୍ଦ ,ସେଫ୍ଟ ବିଭାଗ ଅଧିକାରୀ ଶ୍ରୀ ସିହ୍ନା ପହଁଚି ଘଟଣା ର ଅନୁଧ୍ୟାନ କରିଛନ୍ତି ।ଅଗ୍ନିକାଣ୍ଡ ରେ ବହୁ କ୍ଷୟ କ୍ଷତି ହୋଇଥିଲେ ବି କର୍ମଚାରୀ ସୁରକ୍ଷିତ ରହିଥିବା ଜଣାଯାଇଛି । Advertisement
ଡୋରରେ ଚାପି ହୋଇ ଚାଳକ ମୃତ ଅନୁଗୁଳ – ଗାଡି ଡୋରରେ ଚାପି ହୋଇ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ…
କାର୍ଯ୍ୟରେ ଅବହେଳା ନେଇ ଶିକ୍ଷକ ନିଲମ୍ବିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ କାର୍ଯ୍ୟରେ ଅବହେଳା ନେଇ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି…
ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଗାଁରେ ମଙ୍ଗଳବାର ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଯେ,…