ହୋଣ୍ଡା ଜୟ ଫେଷ୍ଟରେ ଲକ୍ଷ୍ମୀ ହୋଣ୍ଡାର ଗ୍ରାହକଙ୍କୁ ବଡ଼ ଉପହାର – ସନ୍ତୋଷ ଜିତିଲେ ୱାଶିଂ ମେସିନ୍

ଅନୁଗୋଳ – ହୋଣ୍ଡା ଜୟ ଫେଷ୍ଟରେ ଗ୍ରାହକଙ୍କ ଖୁସି ଦ୍ୱିଗୁଣିତ କରିଛି ଅନୁଗୋଳର ଲକ୍ଷ୍ମୀ ହୋଣ୍ଡା। ଏହି ଉତ୍ସବମୁଖର ଅଭିଯାନର ସ୍କ୍ରାଚ୍ ଆଣ୍ଡ ୱିନ୍ ଯୋଜନାରେ ଜରପଡ଼ାର ଗ୍ରାହକ ସନ୍ତୋଷ କୁମାର ସାହୁ ଏକ ୱାଶିଂ ମେସିନ୍ ଜିତିଛନ୍ତି। ଲକ୍ଷ୍ମୀ ହୋଣ୍ଡା ଅନୁଗୋଳଠାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବରୁ କିଶୋରନଗର ଖାଇରମୁଣ୍ଡ ଅଞ୍ଚଳର ଜୟକୃଷ୍ଣ ସାହୁ ମଧ୍ୟ ହୋଣ୍ଡା ଗାଡି କିଣି ଏୟାର ଫ୍ରାୟର ବିଜେତା ହୋଇଛନ୍ତି ।

ହୋଣ୍ଡା ଜୟ ଫେଷ୍ଟ ଗ୍ରାହକଙ୍କୁ କେବଳ ଗାଡ଼ି କିଣିବାର ସୁଯୋଗ ନୁହେଁ, ବରଂ ଆକର୍ଷଣୀୟ ଉପହାର ଓ ପୁରସ୍କାର ଜିତିବାର ଅବସର ମଧ୍ୟ ଦେଉଛି। ଏହି ଅଭିଯାନ ମାଧ୍ୟମରେ ଗ୍ରାହକଙ୍କ କ୍ରୟ ଅନୁଭୂତିକୁ ଅଧିକ ଆନନ୍ଦଦାୟକ କରିବା ସହ ହୋଣ୍ଡା ଓ ଗ୍ରାହକଙ୍କ ମଧ୍ୟରେ ଭରସାର ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

ପୁରସ୍କାର ବିଜେତା ସନ୍ତୋଷ କୁମାର ସାହୁଙ୍କୁ ଲକ୍ଷ୍ମୀ ହୋଣ୍ଡାର ଟିମ୍ ଅଭିନନ୍ଦନ ଜଣାଇବା ସହ ହୋଣ୍ଡା ଉପରେ ତାଙ୍କର ବିଶ୍ୱାସ ଓ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛି।

ଗ୍ରାହକଙ୍କୁ ଗୁଣବତ୍ତାପୂର୍ଣ୍ଣ ଦୁଇଚକିଆ ଯାନ, ଭରସାଯୋଗ୍ୟ ସେବା ଓ ଉତ୍ତମ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ମୀ ହୋଣ୍ଡା ଅନୁଗୋଳର ପ୍ରମୁଖ ଲକ୍ଷ୍ୟ। ଏହି ଅଭିଯାନରେ ଗ୍ରାହକଙ୍କ ଅଂଶଗ୍ରହଣ ଓ ସମର୍ଥନକୁ ଡିଲରସିପ୍ ପକ୍ଷରୁ ସ୍ୱାଗତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page