ଅନୁଗୋଳ – ଅନୁଗୋଳ TVS Motors ର ଅଧିକୃତ ବିକ୍ରେତା Sreenarayanai TVS ରେ ଚାଲିଥିବା festival Bonanza offer ରେ ସ୍ଥାନୀୟ ହେମସୁରପଡା ବିଦେଶୀ ଭୋଇ ଏକ 32 inch ର Smart tv ଜିତିଛନ୍ତି ।

ପୂର୍ବ ରୁ ଏହି ପରି ପ୍ରତ୍ୟେକ ଗାଡ଼ି ରେ ନିଶ୍ଚିତ ଉପହାର ଆକାରରେ Trolly Bag, pressure cooker, Smart watch ଏବଂ Blootooth Earbuds ଗ୍ରାହକ ମାନଙ୍କୁ ଦିଆଯାଇଅଛି । ଏହି ଅବସରରେ ପୁରସ୍କାର ବିଜେତା ବିଦେଶୀଙ୍କୁ Sreenarayanai TVS ର ସ୍ୱତ୍ତାଧିକାରୀ ଅମ୍ବିକା ପ୍ରସାଦ ଭଟ ପୁରସ୍କାର ପ୍ରଦାନ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ବିଦେଶୀ ଭୋଇଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭବିଷ୍ୟତରେ ଏହି ପରି ଉନ୍ନତମାନ ର ଗାଡ଼ି ସହିତ ଆକର୍ଷଣୀୟ offer ଏବଂ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ଅମ୍ବିକା ପ୍ରସାଦ ଭଟ ପ୍ରକାଶ କରିଥିଲେ।

