ଅପରାଧ ଭୋଗ ଦୋକାନରୁ ମଦ ଜବତ Angul OnlineMay 15, 2021May 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସହର ଆଇଟିଆଇ ଛକ ନିକଟରେ ଥିବା ଏକ ଭୋଗ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରା ଯାଇଛି । କୌଣସି ସୂତ୍ରରୁ ଖବର ପାଇ ତାଳଚେର ଏନଫୋର୍ସମେଣ୍ଟ ଟିମ ଆଜି ସନ୍ଧ୍ୟା ୯ ଟାରେ ଏହି ଭୋଗ ଦୋକାନରେ ଚଢାଉ କରିଥିଲା । ଚଢାଉ ବେଳେ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ୬ ପେଟି ବିଦେଶୀ ମଦ ଜବତ କରା ଯାଇଥିଲା । ତେବେ ଚଢାଉ ଖବର ପାଇ ଦୋକାନ ମାଲିକ ବିମଳ ସାହୁ ଫେରାର ହୋଇ ଯାଇଥିବା ଜଣା ପଡିଛି । ଏନଫୋର୍ସମେଣ୍ଟ ଟିମ ଦୋକାନକୁ ସିଲ କରିଥିବା ଜଣା ପଡିଛି । Advertisement
୧୦୨ କେଜି ଗଞ୍ଜେଇ ଜବତ – ଉତ୍ତରପ୍ରଦେଶର ତିନି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲା ଅବକାରୀ ବିଭାଗ ଏକ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର…
ନାବାଳକଙ୍କ ଠାରୁ ଚୋରି ମୋଟରସାଇକେଲ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ସମୟରେ ମୋଟରସାଇକେଲ ଚୋରି ହେଉଥିବା ବେଳେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।…
କାରରୁ ବ୍ରାଉନସୁଗାର ଜବତ – ଚାରି ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ଆଜି ଏକ ବ୍ରାଉନସୁଗାର ରାକେଟକୁ ଧରିବାରେ ସଫଳ ହୋଇଛି । ବିକ୍ରି ପାଇଁ ଏକ କାରରେ ବ୍ରାଉନସୁଗାର ଧରି…